Only for Entertainment

ଯେତେବେଳେ ଦୀପିକା କହିଲେ ‘ଭାବୀ ମତ କହୋ ୟାର’ , ଦେଖନ୍ତୁ ଭିଡିଓ !

The Indian Express
33

ରଣବୀର ସିଂ ଏବଂ ଦୀପିକା ପାଦୁକୋଣ କିଛି ଦିନ ପୂର୍ବେ ଇଟାଲୀରେ ବିବାହ ବନ୍ଧନର ବାନ୍ଧିହୋଇଥିଲେ । ଯେତେବେଳେ ସେ ବିବାହ ସାରି ଭାରତକୁ ଫେରିଥିଲେ ଉପସ୍ଥିତ ଫଟୋଗ୍ରାଫର ତାଙ୍କୁ ଭାବୀ ଭାବୀ ବୋଲି ଡାକିଥିଲେ । ଭାରତ ଫେରି ଏହି ଯୋଡି ୩ଟି ରିସେପସନ ପାର୍ଟି ଦେଇଛନ୍ତି । ଏଥିରୁ ଗୋଟେ ପାର୍ଟି ବାଙ୍ଗାଲୁରୁ ଏବଂ ଅନ୍ୟ ଦୁଇ ପାର୍ଟି ମୁମ୍ବାଇରେ ଦେଇଥିଲେ ।

ସମସ୍ତ ଇଭେଂଟରେ ଦୀପିକାଙ୍କୁ ଫଟୋଗ୍ରାଫର ଭାବୀ ଭାବୀ ଡାକିଥିଲେ । ଏହିଭଳି ୧ଡିସେମ୍ବରରେ ଦେଇଥିବା ପାର୍ଟିରେ ମଧ୍ୟ ତାଙ୍କୁ ଭାବୀ ଭାବୀ ସମ୍ବୋଧନ କରାଯିବାରୁ ଦୀପିକା କହିଥିଲେ ତାଙ୍କୁ ଭାବୀ ନ ଡାକି ତାଙ୍କ ନାଁ ଧରି ଡକାଯାଉ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More