Only for Entertainment

ଦେଖନ୍ତୁ ଯେତେବେଳେ ଶାହରୁଖ ଐଶଙ୍କୁ କହିଲେ ଭୂତୁଣୀ !

The Indian Express
23

ନିକଟରେ ଗୋଲ୍ଡ ରୋଜ ଆୱାର୍ଡର ଆୟୋଜନ କରାଯାଇଥିଲା । ଯେଉଁଥିରେ ଫିଲ୍ମର ବଡ ବଡ କଳାକାର ମହଜୁଦ ଥିଲେ । ଏହି ବଲିଉଡ କଳାକାର ମଧ୍ୟରେ ଶାହରୁଖ,ଅକ୍ଷୟ କୁମାର, ସିଦ୍ଧାର୍ଥ ମଲୋହୋତ୍ରା , ଏଶ୍ୱର୍ଯ୍ୟା ରାୟ, ରେଖା, ଜୀନତ ଅମାନ ଭଳି କଳାକାର ସାମିଲ ଥିଲେ । ଏହି କାର୍ଯ୍ୟକ୍ରମରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମଧ୍ୟ ଯୋଗ ଦେଇଥିଲେ । ଏଠାରେ ତାଙ୍କୁ ଟାଇମ ଲେସ ବ୍ୟୁଟି ଭାବେ ସମ୍ମାନ ପ୍ରଦାନ କରାଯାଇଥିଲା ।

ଐଶ୍ୱର୍ଯ୍ୟାଙ୍କ ଏହି ଆୱାର୍ଡକୁ ଆଉ କେହି ନୁହେଁ ବରଂ ଶାହରୁଖ ପ୍ରଦାନ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ଶାହରୁଖ ଏବଂ କାଜଲଙ୍କୁ ମଧ୍ୟ ବେଷ୍ଟ ଟାଇମ ଲେସ ଯୋଡି ଆୱାର୍ଡ ପ୍ରଦାନ କରାଯାଇଥିଲା । ଆୱାର୍ଡ ଦେବା ସମୟରେ ଶାହରୁଖ ଏଭଳି ସ୍ପିଚ ଦେଇଥିଲେ ଯାହା ଶୁଣି ସମସ୍ତେ ଖୁସି ହୋଇଯାଇଥିଲେ ।

ଯେପରି ସମସ୍ତଙ୍କୁ ଜଣା ଶାହରୁଖ ଙ୍କ ସହ ଐଶ ମୋହବତେଁ ଏବଂ ଦେବଦାସରେ ଅଭିନୟ କରିଥିଲେ , ଏଥିରେ ତାଙ୍କ ମିଳନ ହୋଇ ନଥିଲା । ଶାହରୁଖ ଷ୍ଟେଜରେ ଐଶଙ୍କୁ ମୋହବତ ଫିଲ୍ମ କାରଣରୁ ଭୂତୁଣୀ କହିଥିଲେ । କହିଥିଲେ ଯେ ‘ମୋହବତେଁ ରେ ଏ ଭୂତୁଣୀ ଥିଲା । ‘ ଶାହରୁଖ ଐଶଙ୍କ କାମଙ୍କୁ ଖୁବ ପ୍ରଶଂସା ମଧ୍ୟ କରିଥିଲେ । ଦେଖନ୍ତୁ ଭିଡିଓ –

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More