Only for Entertainment

ଏନଟିଆରଙ୍କ ବୟୋପିକରେ ନଜର ଆସିବେ ବିଦ୍ୟାବଲନ, ସାମ୍ନାକୁ ଆସିଲା ଫଟୋ ।

36

ସାଉଥ ସୁପରଷ୍ଟାର ତଥା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନଟିଆରଙ୍କ ବାୟୋପିକକୁ ନେଇ ଅନେକ ଚର୍ଚ୍ଚା ହେବାରେ ଲାଗିଛି । କିଛିଦିନ ପୂର୍ବେ ରକୁଲ ପ୍ରୀତ ସିଂ ଙ୍କ ଲୂକ ସାମ୍ନାକୁ ଆସିଥିଲା । ମାତ୍ର ଏବେ ଏବେ ସୋସିଆଲ ମିଡିଆରେ ଏହି ଫିଲ୍ମର ଆଉ ଏକ ଅଭିନେତ୍ରୀ ଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ବିଦ୍ୟାବଲନ ।

 

View this post on Instagram

 

Vidya’s look for the grand telugu film Ntr biopic.. I guess!!???? #VidyaBalan #telugumovie #ntrbiopic

A post shared by Vidya Balan Fan (@vidyabalanfan) on

ଏହି ଫିଲ୍ମରେ ସେ ଏନଟିଆରଙ୍କ ପତ୍ନୀ ରୂପେ ନଜର ଆସିବେ । ଫିଲ୍ମ ବଡ଼ ବଜେଟର ହୋଇଛିି । ଏହି ଫିଲ୍ମରେ ନିିିଆରା କିିଛି ଦେଖିଵାକୁ ମିଳିବ । ଫିଲ୍ମ ୨ଟି ଭାଗରେ ପରିଵେଶଣ କରାଯିବ । ପ୍ରଥମ ଭାଗ ଜାନୂଆରୀ ୯ରେ ଏବଂ ଏହାର ୨ୟ ଭାଗ ସାଧାରଣତନ୍ତ୍ର ଦିବସରେ ରିଲିଜ କରାଯିବ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More