Only for Entertainment

ଖୁବ ଶୀଘ୍ର ପରଦାକୁ ଆସିବ କମାଣ୍ଡୋ୩ !

filmibeat
0 41

କମାଣ୍ଡୋ ଏବଂ କମାଣ୍ଡୋ୨ ପରେ ଏବେ ବିଦ୍ୟୁତ ଜାମବାର ଏହି ଫ୍ରାଂଚାଇଜର ତୃତୀୟ ଫିଲ୍ମ ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଆଜ୍ଞା ହଁ, କମାଣ୍ଡୋ୩ର ସୁଟିଂ ଆଗାମୀ ସପ୍ତାହରେ ଆରମ୍ଭ ହେବାକୁ ଯାଉଛି ।

ରିପୋର୍ଟ ମୁତାବକ ଏହି ଫିଲ୍ମ ଆକ୍ସନ ମାମଲାରେ ପୂର୍ବ ୨ଫିଲ୍ମ ଠାରୁ ଦ୍ୱିଗୁଣିତ ରୋମାଂଚକର ହେବ । ଏହାସହ ଫିଲ୍ମ ପାଇଁ ବଡ ବଜେଟ ମଧ୍ୟ ରଖାଯାଇଛି । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇବେ ଆଦିତ୍ୟ ଦତ୍ତ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More