ଏମପି-ଏମଏଲଏଙ୍କ ଜୋତା ଲଢେଇ: ଲୋକେ କହିଲେ ମୋ ଜୋତା ସବୁଠାରୁ ମଜଭୂତ !
ଇଂଟରନେଟରେ ଜୋତା ଜୋତା ନାରା ଜୋରଶୋରରେ ଲାଗିଛି । କାରଣ ବୁଧବାର ୟୁପିର ଏକ ବିଜେପି ସାଂସଦ ଅନ୍ୟ ଏକ ବିଜେପି ବିଧାୟକଙ୍କୁ ଜୋତାରେ ପିଟିଛନ୍ତି । ଅସଲରେ ଉତ୍ତରପ୍ରଦେଶର ସନ୍ତ କବିରନଗର ଜିଲ୍ଲାରେ ନିୟୋଜିତ ସମିତିର ବୈଠକ ଚାଲିଥିଲା । ସଭା ସମୟରେ ବିଜେପି ସାଂସଦ ଶରଦ ତ୍ରିପାଠୀ ଏବଂ ବିଜେପିର ବିଧାୟକ ରାକେଶ ସିଂ ବଘେଲଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ମାମଲା ଅତିରୁ ଇତି ହୋଇଗଲା ପରେ ସାଂସଦ ନିଜ ଜୋତା ଖୋଲି ବିଧାୟକଙ୍କୁ ଖୁବ ଛେଚିଥିଲେ ।
Mera BOOT ???
Sabse MAZBOOT??#BJPJootaFight #BJPvsBJP #BJP pic.twitter.com/qhCnWGQ6od— Ashwani Jaiswal (@_AshwaniJaiswal) March 7, 2019
Was today’s incident a Demo of #MeraBootSabseMazboot ? pic.twitter.com/yOLlEeAsB7
— AIPC – MUMBAI NORTH (@AipcMumbaiNorth) March 6, 2019
Meanwhile, in the BJP ? #SharadTripathi #RakeshSingh #BJPJootaFight #BJPvsBJP pic.twitter.com/fokspYlyqS
— Pranav Sirohi (@pranavsirohi) March 7, 2019
मोदी जी ने बूथ मजबूत करने के लिए कहा था, नेताजी बूट समझ लिए?#Santkabirnagar #BJPJootaFight
— Vineet Kumar Singh (@vnitsingh) March 7, 2019
कुटाईके मामलेमें राकेश बघेल दूसरे नम्बर पर..
पहले स्थान पर अभी भी “रिंकिया के पापा” का कब्जा.. #FileChorChowkidar #FIRagainstCorruptModi #RafaleScam #JanKiBaat #NewIndia #BJPJootaFight #BJPvsBJP #BJP #BJPMLA #bjp420party @INCIndia @RahulGandhi @ProfCong @AICCMedia @IYC @nsui pic.twitter.com/gME2pQCnM8— Dr Dhiren Patel (@drdhirenpatel) March 7, 2019
କିଛି ଲୋକ କହିଛନ୍ତି ବୈଠକକୁ ଯିବା ପୂର୍ବରୁ ସମସ୍ତେ ଜୋତା ଖୋଲି ଯିବା ଉଚିତ । ଆଜ୍ଞା ହଁ ବୈଠକରେ ବିନା ଫିତା ଥିବା ଜୋତା ଉପରେ ବ୍ୟାନ ଲଗାଯାଉ ବୋଲି କେହି କେହି କମେଂଟ କରିଛନ୍ତି ।