Only for Entertainment

ତେଜପ୍ରତାପ ଯାଦବ ସାଜିଲେ ମହାଦେବ, ଲୋକମାନେ କହିଲେ ଉଠା ଲେ’ ରେ ବାବା !

60

ଲାଲୁ ପ୍ରସାଦ ଏବଂ ରାବଡୀ ଦେବୀଙ୍କପୁଅ ତେଜ ପ୍ରତାପ ଯାଦବ ଶ୍ରାବଣ ମାସରେ ଶିବଙ୍କ ମାଫିକ ଡ୍ରେସ ପିନ୍ଧି ପ୍ରସ୍ତୁତ ହୋଇଛନ୍ତି । ପ୍ରଥମ ସୋମବାର ଥିଲା । ପଟନାର ଏକ ମନ୍ଦିରରେ ପୂଜା ମଧ୍ୟ କରିବାକୁ ଯାଇଥିଲେ ସେ ଦିନ । ରାଜନୀତି ଅଟେ ଭା. ଏସବୁ କରିବାକୁ ପଡେ । ଜନତା ତାଙ୍କର ଶିବ ହୋଇଥିବା ଫଟୋକୁ ନେଇ ଖୁବ ଟ୍ରୋଲ କରିଛନ୍ତି । କିଛି ଜଣ ନିଜ ରାଗ ଦେଖାଇବା ପାଇଁ ମିମ୍ସ ଟ୍ୱିଟ କରିଛନ୍ତି । ଚାଲନ୍ତୁ ଦେଖିବା କ’ଣ ପ୍ରତିକ୍ରିୟା ରହିଛି ଲୋକମାନଙ୍କର ଏହାକୁ ନେଇ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More