Only for Entertainment

ସିଗରେଟ ଜଳାଇ ରକେଟ ଛାଡ଼ିଲେ ଅଙ୍କଲ, ଭିଡ଼ିଓ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

punjab kesari
0 30

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡ଼ିଓ ଭାଇରାଲ ହୋଇଥାଏ । ଏବେ ଏହିଭଳି ଏକ ଭିଡ଼ିଓ ଭାଇରାଲ ହେଉଛି । ଏହି ଭିଡ଼ିଓକୁ ଦେଖିବା ପରେ ଆପଣ ନ ହସି ରହିପାରିବେ ନାହିଁ । ଭିଡ଼ିଓରେ ଜଣେ ବ୍ୟକ୍ତି ସିଗରେଟରେ ରକେଟ ଛାଡ଼ୁଥିବା ନଜର ଆସିଛନ୍ତି । ଏହି ଭିଡ଼ିଓକୁ ଫେସବୁକରେ ଲକ୍ଷ ଲକ୍ଷ ଭ୍ୟୁଜ ମିଳିଛି । ୪ ହଜାର ସେୟାର ଏବଂ ୩ ହଜାରରୁ ଅଧିକ ରିଆକ୍ସନ ମିଳିଛି ।

 

ଭିଡ଼ିଓରେ ଦେଖିବାକୁ ମିଳିଛିଯେ ଜଣେ ବ୍ୟକ୍ତି ହାତରେ ଖୁବ ସାରା ରକେଟ ଧରିଛନ୍ତି ,ଏବଂ ସିଗରେଟ ପିଇବା ପରେ ସେ ଗୋଟିଏ ପରେ ଗୋଟିଏ ରକେଟ ଛାଡ଼ୁଛନ୍ତି । ଏହି ଖତରନାକ ଷ୍ଟଂଟରେ ଅବଶ୍ୟ ବଡ଼ ବିପଦ ମଧ୍ୟ ଆସିପାରେ । ଆପଣ କେବେ ମଧ୍ୟ ଏଭଳି ଷ୍ଟଂଟ କରନ୍ତୁ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More