Only for Entertainment

ଫୁଟପାଥରେ ଚାଲୁ ଚାଲୁ ହଠାତ ମାଟିରେ ମିଶିଗଲେ ମହିଳା,ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡ଼ିଓ ।

punjabkesari
51

ଚୀନର ଗ୍ରାନ୍ସୁ ପ୍ରାନ୍ତର ଲାନଝୋଉ ସହରରେ ଜଣେ ମହିଳା ଫୁଟପାଥରେ ଚାଲୁଥିବା ସମୟରେ ହଠାତ ମାଟି ଭିତରକୁ ପଶିଗଲେ । ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଯେଉଁ୍ଥିରେ ଏହି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଦେଖିବାକୁ ମିଳିଛି ।

ମହିଳା ଜଣକ ନିଜକୁ ସମ୍ଭାଳିବା ପୂର୍ବରୁ ସେ ମାଟି ତଳକୁ ପଡ଼ିଗଲେ । ଜୀବନ ଯଦିଓ ବଂଚିଗଲା ତଥାପି ତାଙ୍କୁ ଆଘାତ ଲାଗିଛି । ତତକ୍ଷଣାତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More