Only for Entertainment

୫୩ସେକେଣ୍ଡର ଏହି ଭିଡିଓ ଜିତି ନେବ ଆପଣଙ୍କ ହୃଦୟ !

50

ସୋସିଆଲ ମିଡିଆରେ ଏକ ୫୩ସେକେଣ୍ଡର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଡାନ୍ସର ଖାସ କଥା ହେଉଛି ହାତ । କାରଣ ଚେହେରା ଏବଂ ସ୍ୱଭାବକୁ ବାଦ ଦେଇ ଏଠାରେ ହାତର କମାଲ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଭିଡିଓକୁ @SteveStuWill ୧୪ସେପ୍ଟେମ୍ବରରେ ଶେୟାର କରିଛନ୍ତି ।

ଭିଡିଓକୁ ନେଇ ଖବର ଲେଖାଯିବା ପୂର୍ବରୁ ଏହାର ଭ୍ୟୁ ଥିଲା ପାଖା ପାଖି ୬ଲକ୍ଷ, ୨୩ଲାଇକ ଏବଂ ପାଖାପାଖି ୭ହଜାର ରିଟ୍ୱିଟ ମିଳିଥିଲା ।

ଏହି ଭିଡିଓକୁ ଶେୟାରକରି ଟ୍ୱିଟର ୟୁଜର Steve Stewart-Williams ଲେଖିଛନ୍ତି , ‘ହଜାର ହାତ ନୃତ୍ୟ । ସତରେ ଖୁବ ଅଦ୍ଭୁତ । ଏଥିରେ ୨୦୦ରୁ ଅଧିକ ଲୋକ ପ୍ରତିକ୍ରିୟା ରଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More