Only for Entertainment

ଅନୁଷ୍କାଙ୍କ ଫଟୋରେ ଦିଲ ଲଗାଇଲେ ବିରାଟ

aajtak
48

ଅନୁଷ୍କା ଏବଂ ବିରାଟ କୋହଲି ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ଭ୍ୟାକେସନ ଫଟୋ ହେଉ ବା ମସ୍ତୀ ମଜାକ । ଦୁଇଜଣ ସେଲିବ୍ରେଟୀ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ଏବଂ ପରସ୍ପରର ଫଟୋରେ କମେଂଟ ମଧ୍ୟ କରନ୍ତି । ନିକଟରେ ଅନୁଷ୍କାଙ୍କ ଏକ ପିଲା ଦିନର ଫଟୋରେ କମେଂଟ କରିଛନ୍ତି ପତି ବିରାଟ ।

 

 

View this post on Instagram

 

लिटिल मी

A post shared by AnushkaSharma1588 (@anushkasharma) on

କହିରଖୁଛୁ ଇଂଷ୍ଟାଗ୍ରାମରେ ଅନୁଷ୍କା ଶେୟାର କରିଥିବା ଫଟୋ ଫ୍ୟାନ୍ସଙ୍କୁ ବେଶ୍ ପସନ୍ଦ ଆସୁଛି । ଫଟୋ ଲୋକଙ୍କ ହୃଦୟ ଜିତି ସାରିଛି । ଏହି ମଧ୍ୟରେ ଏଭଳି ଏକ ଫଟୋ ଅଛି ଯାହା ଅନୁଷ୍କାଙ୍କର ଖୁବ କମ ବୟସର ଫଟୋ । ଏହି ଫଟୋରେ ବିରାଟ ଖୁବ ରୋମାଂଟିକ ଅନ୍ଦାଜରେ କମେଂଟ କରିଛନ୍ତି । ଫଟୋରେ ସେ ହୃଦୟ ଜିତିବା ଭଳି ଇମୋଜୀ ଦେଇଛନ୍ତି । ତେବେ ଏଥିରୁ ପରିଷ୍କାର ହୋଇଯାଉଛିଯେ ଅନୁଷ୍କାଙ୍କ ଫଟୋରେ ବିରାଟଙ୍କ ଦିଲ ଲାଗିଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More