Only for Entertainment

ବିରାଟ ଯେତେବେଳେ ଅମ୍ପାୟାରଙ୍କ ସାମ୍ନାରେ ହାତ ଯୋଡିଲେ, ଲୋକମାନେ କିଛି ଏଭଳି କହିଲେ !

119

ବିଶ୍ୱକପ ୨୦୧୯ ଭାରତ ଏବଂ ଆଫଗାନିସ୍ତାନର ମ୍ୟାଚ । ଯଦିଓ ଟିମ ଇଣ୍ଡିଆ ଜିତି ଯାଇଥିଲା ମାତ୍ର ଏହା ସମ୍ଭବ ହୋଇଥିଲା ମହମ୍ମଦ ସମ୍ମିଙ୍କ ବୋଲିଂ ପାଇଁ । ତୃତୀୟ ଓଭର କଥା । ସେହି ସମୟରେ ଉଲ୍ଲାହ ଜଜାଈ ଏଲବିଡବ୍ଲ୍ୟୁଙ୍କୁ ନେଇ କୋହଲି ଏବଂ ସମି ଅପିଲ କରିଥିଲେ । କୋହଲି ତ ଅମ୍ପାୟାରଙ୍କ ପାଖକୁ ହାତ ଯୋଡି ଯାଇଥିଲେ । ବାସ ଏତିକି କଥା ଫଟୋ ହୋଇଗଲା ଭାଇରାଲ । ଡିଆରଏସ ରିଭ୍ୟୁ ମଧ୍ୟ ମାଗିଥିଲେ କିନ୍ତୁ ସେଥିରେ ମଧ୍ୟ ନଟ ଆଉଟ ଦେଖାଇଥିଲା । ଏବେ ସେହି ହାତ ଯୋଡିବା ଫଟୋ ପଛରେ ପଡିଯାଇଛନ୍ତି ଜନତା । ଏଥିରେ ମସଲା ଭରି ଭିନ୍ନ ଭିନ୍ନ ପ୍ରକାରର ମିମ୍ସ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More