Only for Entertainment

ଆଉ ହୋଇପାରିବ ନାହିଁ ଗୀତର ରିମେକ!

142

ପୁରୁଣା ଗୀତର ରିମେକ କରିବା ଆଜିକାଲି ଏକ ଟ୍ରେଣ୍ଡ ହୋଇ ଯାଇଛି । ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାକୁ ନେଇ ଖୁବ ଚର୍ଚ୍ଚା । କିନ୍ତୁ ଏଭଳି କାର୍ଯ୍ୟ କଳାପରେ ଖୁସି ନାହାଁନ୍ତି ବିଶାଲ ଦଦଲାନି । ଏହାକୁ ସେ ସେ ଚେତାବନୀ ଦେଇଛନ୍ତିଯେ ଯଦି କେହି ମୋର ଗୀତର ରିମେକ କରିବେ ତେବେ ମୁଁ କେସ କରିଦେବି ।

ସେ ଲେଖିଛନ୍ତି ମୋ ବିନା ଅନୁମତିରେ କୌଣସି ଗୀତର ରିମିକ୍ସ ପ୍ରସ୍ତୁତ କରନ୍ତୁ ନାହିଁ । ଏଭଳି କଲେ ମୁଁ କୋର୍ଟ ଯିବି । ଏହା ଏକ ବଡ଼ ବ୍ୟକ୍ତିଗତ ମାମଲା ।

 


କହିରଖୁଛୁ ବିଶାଲ  ଏବେ ଇଣ୍ଡିଆନ ଆଇଡଲ ୧୧ରେ ବିଚାରକ ଭାବରେ ନଜର ଆସୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More