Only for Entertainment

ନିଜ ଜୋତାକୁ ଏହିଭଳି ବ୍ୟବହାର କରିବେ ବିବେକ ଓବରୟ ।

aajtak
0 37

ବଲିଉଡର ସମସ୍ତ ଆକ୍ଟରଯେ ଲକ୍ଜୁରିୟସ ଲାଇଫ ବଂଚୁଛନ୍ତି ଏଥିରେ ସନ୍ଦେହ ନାହିଁ । ସବୁଠାରୁ ଖାସ କଥା ହେଉଛି ସେମାନେ ସ୍ଲିମ ରହିବା ପାଇଁ ଡାଇଟ କରନ୍ତି ଏବଂ ସୁନ୍ଦର ଦେଖାଯିବା ପାଇଁ ଭିନ୍ନ ଭିନ୍ନ ଡିଜାଇନର ବେଶ ପୋଷାକ ଧାରଣ କରିଥାନ୍ତି । ନିକଟରେ ଅଭିନେତା ବିବେକ ଓବରୟଙ୍କୁ ନେଇ ସେହିଭଳି ଏକ ଦୃଶ୍ୟ ନଜର ଆସିଛି,ଯେଉଁଥିରେ ସେ ତାଙ୍କର ସମସ୍ତ ଜୋତାର ଏକ ଭିଡ଼ିଓ ଟ୍ୱିଟରରେ ସେୟାର କରିଛନ୍ତି ଏବଂ ତାହା ସହିତ ଏକ କ୍ୟାପ୍ସନ ମଧ୍ୟ ଦେଇଛନ୍ତି ।


ବିବେକ ତାଙ୍କର ଜୋତାର କଲେକ୍ସନର ଏକ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି । କ୍ୟାପ୍ସନରେ ସେ ଲେଖିଛନ୍ତିଯେ ତାଙ୍କ ପତ୍ନୀ ଚାହାଁନ୍ତି ସେ ତାଙ୍କ କଲେକ୍ସନରୁ ଅଧା ଜୋତା ବାଂଟି ଦିଅନ୍ତୁ । ପତ୍ନୀଙ୍କ କହିବା ଅନୁସାରେ ବିବେକ ଗୁରୁବାର ରାତିରେ ଏହି ଭିଡ଼ିଓ ସେୟାର କରିଛନ୍ତି । ସେ ଲେଖିଛନ୍ତିଯେ ଏହି ଜୋତାରେ ଫର୍ମଲ ଜୋତା ଠାରୁ ଆରମ୍ଭ କରି ସ୍ନିକର୍ସ ଓ ସ୍ଲିପର୍ସ ଆଦି ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More