Only for Entertainment

ୱାର୍ଲଡର ସବୁଠାରୁ ହ୍ୟାଣ୍ଡସମ ଆକ୍ଟର ଶେୟାର କଲେ ‘ୱାର’ର ର‌୍ୟାପଅପ ଭିଡ଼ିଓ

hindirush
178

ବଲିଉଡ ଆକ୍ଟର ହ୍ରିତିକ ରୋଶନ ଏବଂ ଟାଇଗର ସ୍ରଫଙ୍କ ଫିଲ୍ମ ‘ୱାର’ ଏହି ବର୍ଷର ମୋଷ୍ଟ ଆୱେଟେଡ ଫିଲ୍ମ । ଏହା ପ୍ରଥମ ଥର ଯେତେବେଳେ ଏହି ଦୁଇ ବଡ଼ ଷ୍ଟାର ଗୋଟିଏ ପରଦାରେ ନଜର ଆସିବେ । ଫିଲ୍ମର ଟିଜର ଏବଂ ଟ୍ରେଲର ରିଲିଜ ହୋଇ ସାରିଛି । ଟ୍ରେଲରରେ ଦୁଇଜଣଙ୍କ ଦମଦାର ଆକ୍ସନ ନଜର ଆସିଛି । ଏହାକୁ ଦର୍ଶକଙ୍କ ଠାରୁ ଆରମ୍ଭ କରି ଫିଲ୍ମ କ୍ରିଟିକ୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରିଛନ୍ତି । କେବଳ ଦର୍ଶକ ନୁହଁନ୍ତି ବରଂ ଉଭୟ ଆକ୍ଟର ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି ।

 

ଭିଡ଼ିଓରେ ଦେଖିବାକୁ ମିଳିଛିଯେ ସୁଟିଂ ଶେଷ ହେବାରୁ ସମସ୍ତେ ଇମୋଶନାଲ ହୋଇ ପରସ୍ପରକୁ ଶୁଭେତ୍ସା ଜଣାଉଛନ୍ତି । ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ହ୍ରିତିକ ରୋଶନ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More