Only for Entertainment

ଇଣ୍ଟରନେଟରେ ଛାଇଲା ନୂଆ ଚେହେରା, ଲୋକଙ୍କୁ ପସନ୍ଦ ଆସୁଛି ତାଙ୍କର ଅନ୍ଦାଜ, ଦେଖନ୍ତୁ ଭିଡିଓ…

zee news
33

ସୋସିଆଲ ମିଡିଆ ଏପରି ଏକ ମାଧ୍ୟମ ପାଲ ଟିଛି ଯାହା ସହିତ ଯୋଡି ହେବାକୁ ସମସ୍ତେ ଚହିଁଥାନ୍ତି । ଅନେକ ଲୋକେ ନିଜର ଟ୍ୟାଲେଣ୍ଟରୁ ଲୋକଲୋଚନକୁ ଆଣିବା ପାଇଁ ସୋସିଆଲ ମିଡିଆର ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି । ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଖ୍ୱାଇସ ଗର୍ଲ ନାମକ ଜଣେ ଝିଅର ଭିଡିଓ ଲୋକଙ୍କୁ ଖୁବ ପସନ୍ଦ ଆସିଛି । ଖ୍ୱାଇସ ୟୁଟ୍ୟୁବରେ ଜଣେ ସିଙ୍ଗର ସହିତ ଅଭିନେତ୍ରୀ ମଧ୍ୟ । ସେ ବଲିଉଡ ଗୀତକୁ ନିଜ ଅନ୍ଦାଜରେ ଗାଇବା ସହିତ ସେଥିରେ ପର୍ଫମ ମଧ୍ୟ କରିଥାନ୍ତି ।

୧୯୯୪ରେ ଆସିଥିବା ଅକ୍ଷୟ କୁମାର ଏବଂ ରବୀନା ଟଣ୍ଡନଙ୍କ ଫିଲ୍ମ ‘ମୋହରା’ଙ୍କ ଗୀତ ‘ଟିପ ଟିପ ବରସା ପାଣି’କୁ ଖ୍ୱାଇସ ନିଜ ଅନ୍ଦାଜରେ ଗାଇ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଖ୍ୱାଇସଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ୨୪ ନଭେମ୍ବର ୨୦୧୮ରେ ଅପଲୋଡ କରାଯାଇଥିବା ବେଳେ ଏବେ ଏହି ଭିଡିଓକୁ ୨,୩୬୧,୩୪୯ ଭ୍ୟୁଜ ମିଳିସାରିଛି ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More