ପପୁଲାର ଟିଭି ଅଭିନେତ୍ରୀ ଏରିକା ଫର୍ଣ୍ଣାଡିଜ ଆଜିକାଲି ନିଜ ସିରିଅଲ ‘କସୌଟି ଜିନ୍ଦେଗୀ କେ୨’ପାଇଁ ଖୁବ ଚର୍ଚ୍ଚାରେ ରହିଛନ୍ତି । ଏକତା କପୂରଙ୍କ ଏହି ସିରିଅଲରେ ଏରିକା ପ୍ରେରଣା ଭୂମିକାରେ ନର ଆସିଛନ୍ତି । କିଛିଦିନ ହେବ ଏହି ସିରିୟଲ ଆରମ୍ଭ ହୋଇଛି ଏବଂ ଦର୍ଶକ ଏହାକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।
ଏହାପୂର୍ବରୁ ଏରିକା ପ୍ରସିଦ୍ଧ ସିରିୟଲ ‘କୁଛ ରଂଗ ପ୍ୟାର କେ ଏସେ ଭି’ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥିଲେ । ନିକଟରେ ଏରିକା ‘କସୌଟି ଜିନ୍ଦେଗୀ କେ୨’ର ସେଟରେ ଏକ ଭିଡିଓ ଶେୟାର କରିଛନ୍ତି , ଯେଉଁଥିରେ ସେ ସିରିୟଲ କାଷ୍ଟ ସହ ଡ୍ୟାନ୍ସ କରୁଥିବାର ମଧ୍ୟ ନଜର ଆସିଥିଲେ । ଦେଖନ୍ତୁ ଭିଡିଓ –
View this post on Instagram
When you make everyone dance to your fav song #calypso ??? #kasautiizindagiikay #funonset
ଏଠାରେ ଆମେ କହି ରଖୁଛୁ ଯେ ଟିଭି ସିରିଅଲ ବ୍ୟତୀତ ଅନେକ ତାମିଲ ଫିଲ୍ମ ଏବଂ ଏମଟିଭି ଶୋ’ ବକ୍ସ କ୍ରିକେଟ ଲିଗରେ ମଧ୍ୟ କାମ କରିଛନ୍ତି ।