Only for Entertainment

ପୁଣିଥରେ ଦେଖିବାକୁ ମିଳିଲା ସପ୍ନା ଚୌଧରୀଙ୍କ ଗୀତରେ ଜଲୱା, ନବଦମ୍ପତି କଲେ ଏପରି ଡ୍ୟାନ୍ସ ଭିଡିଓ ହେଲା ଭଇରାଲ ।

zee news
0 72

ସୋସିଆଲ ମିଡିଆରେ ଭିଡିଓ କେତେବେଳ ଭାଇରାଲ ହୋଇଯାଇଥାଏ ତାହା ଜଣାପଡେନାହିଁ । ଏହିକ୍ରମରେ ଆଉ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ବର-ବଧୂ ସପ୍ନା ଚୌଧରୀଙ୍କ ଫେମସ ସଙ୍ଗ ‘ତେରେ ଆଖୋଁ କା ୟୋ କାଜଲ’ରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଏହି ଡ୍ୟାନ୍ସ ଭିଡିଓକୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଛନ୍ତି ।
ଦେଖନ୍ତୁ ଭିଡିଓ…

ଏହି ଭିଡିଓକୁ ଭିପିନକୁମାର୧୨୬ ନାମକ ଏକ ୟୁ-ଟ୍ୟୁବ ଚ୍ୟାନେଲ ଦ୍ୱାରା ୨୧ ଏପ୍ରିଲରେ ଅପଲୋଡ କରାଯାଇଥିଲା । ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ଭ୍ୟୁଜ ମିଳିସାରିଥିବା ବେଳେ ୧୩ ହଜାରରୁ ଅଧିକ ଲାଇକ ମିଳିସାରିଛି । କିନ୍ତୁ ଏହି ଭିଡିଓ କେଉଁ ଠାର ତାହା ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More