Only for Entertainment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅକ୍ଷୟ କୁମାରଙ୍କ ଅଣ-ରାଜନୀତିକ ସାକ୍ଷାତକାରରେ ଏକ ଆନନ୍ଦଭରା ଚର୍ଚ୍ଚା , ଦେଖନ୍ତୁ !

32

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅକ୍ଷୟ କୁମାରଙ୍କ ସାକ୍ଷାତକାର ଭିଡ଼ିଓ ତ ଆପଣ ନିଶ୍ଚୟ ଦେଖିଥିବେ । ଏହି ସାକ୍ଷାତକାରରେ ମୋଦୀଜୀ ରାଜନୀତିକୁ ଛାଡ଼ି ନିଜର ଅନ୍ୟ ବ୍ୟକ୍ତିଗତ ଜିନିଷକୁ ନେଇ କଥାବାର୍ତ୍ତା ହୋଇଥିଲେ । ଏହି ସାକ୍ଷାତକାର ପରେ ମୋଦୀଜୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ତାଙ୍କ ସମର୍ଥକମାନେ ଅନେକ କିଛି ଜାଣିବାକୁ ପାଇଥିଲେ । ତେବେ ସାକ୍ଷାତକାରେ ପରେ ସାମ୍ନାକୁ ଆସିଥିବା ଜିନିଷକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

ଏହି ଭିଡିଓକୁ ନେଇ ଅନେକ ଫନି ଭିଡିଓ ଏବଂ ମେମେ ଦେଖିବାକୁ ମିଳୁଛି । ଏବେ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ କମେଡିଆନ ଶ୍ୟାମ ରଙ୍ଗିଲା ଯାହାଙ୍କୁ ପିଏମ ମୋଦୀଙ୍କ ଇମ୍ପ୍ରେସନ ବୋଲି ଲୋକମାନେ ମାନନ୍ତି ଏବଂ ତାଙ୍କ ସହ ନଜର ଆସିଛନ୍ତି ମିମିକ୍ରି ଆର୍ଟିଷ୍ଟ ଭିକଳ୍ପ ମେହେତା । ସେ ଅକ୍ଷୟଙ୍କ କଣ୍ଠକୁ ମିମିକ କରିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ ଚହଳ ପକାଇଛି । ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More