Only for Entertainment

ମୃତ୍ୟୁ ପରେ ସୋସିଆଲ ମିଡିଆରେ ଭାଇରାଲ ଭିଡିଓ, ପତି ବୋନି କପୁରଙ୍କ ସହ ଶ୍ରୀଦେବୀଙ୍କର ଶେଷ ଡ଼୍ୟାନ୍ସ !

MSN
0 130

ହିନ୍ଦୀ ସିନେ ଜଗତର ପ୍ରସିଦ୍ଧ ଅଭିନେତ୍ରୀଙ୍କର ଶନିବାର ରାତିରେ ମୃତ୍ୟୁ ହୋଇଯାଇଛି । ତାଙ୍କର ଏଭଳି ଆକସ୍ମିକ ଭାବେ ମୃତ୍ୟୁ ପାଇଁ ସାରା ବଲିଉଡ ପରିବାରକୁ ଏକ ବିାରାଟ ଝଟକା ଲାଗିଛି । ତାଙ୍କର ନିଧନ ପାଇଁ କେବଳ ବଲିଉଡ ଜଗତ ନୁହେଁ ଅନ୍ୟ କ୍ଷେତ୍ରରୁ ମଧ୍ୟ ଲୋକମାନେ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି ।

ଶ୍ରୀଦେବୀଙ୍କ ମୃତ୍ୟୁ ପରେ ତାଙ୍କ ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଖାସ କଥା ଏହା ଯେ ସେ ଏକା ଭିଡିଓରେ ଡ୍ୟାନ୍ସ କରୁ ନାହାନ୍ତି ତାଙ୍କ ସହ ତାଙ୍କ ସ୍ୱାମୀ ଖୁବ ଖୁସିରେ ନାଚୁଛନ୍ତି । ତେବେ ଦେଖନ୍ତୁ ଏହି ଭିଡିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More