Only for Entertainment

ହଠାତ୍ ସାରାଙ୍କୁ ଛୁଇଁଦେଲେ ଫ୍ୟାନ, ଅସହଜ ହୋଇ ମଧ୍ୟ ଯାହା କଲେ ଅଭିନେତ୍ରୀ ଆପଣ ଦେଖନ୍ତୁ

etimes
111

ବ୍ୟସ୍ତ ଜୀବନ ମଧ୍ୟରୁ ବନ୍ଧୁ ମାନଙ୍କ ସହିତ ନ୍ୟୁୟର୍କରେ ଛୁଟି କଟାଇବା ପାଇଁ ସାରା କାମରୁ କିଛି ଦିନର ବ୍ରେକ ନେଇଛନ୍ତି । ଛୁଟିର କେତେକ ଫଟୋ ଏବଂ ଭିଡ଼ିଓ ସାରା ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରି ଆସୁଛନ୍ତି । ଗତକାଲି ସେ ଭାରତ ଫେରିଛନ୍ତି, ଯାହା ଦ୍ୱାରା ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ କରାଯାଇଛି । ତେବେ ସେହି ସମୟର ଏକ ଭିଡ଼ିଓ ଏବେ ଭାଇରାଲ ହେଉଛି । ଆଜ୍ଞା ହଁ ଭିଡ଼ିଓରେ ଦେଖିବାକୁ ମିଳିଛି ସାରାଙ୍କ ସହିତ ତାଙ୍କର ଏକାଧିକ ପ୍ୟାନ୍ସ ସେଲ୍ଫି ନେଉଛନ୍ତି ଏବଂ ବିନା ବିରକ୍ତିଭାବ ପ୍ରକାଶ କରି ହସ ହସ ମୁହଁରେ ସମସ୍ତଙ୍କୁ ଗ୍ରିଟ କରୁଛନ୍ତି ସାରା । କିନ୍ତୁ ଏହି ମଧ୍ୟରେ ହଠାତ ଜଣେ ଯୁବକ ସେଲ୍ଫି ନେବା ପାଇ କୌତୁହଳ ଭାବରେ ଆସି ଯିବାରୁ ସାରାଙ୍କ ଦେହରେ ବାଜିଗଲେ ଏବଂ ସାରା ହଠାତ ଘୁଂଚିଗଲେ, କିନ୍ତୁ ନ ରାଗି ସବୁଥର ଭଳି ଏହିଥର ମଧ୍ୟ ଫ୍ୟାନ୍ସଙ୍କ ସହିତ ହସି ହସି ଫଟୋ ଉଠାଇଲେ ।

 

 

View this post on Instagram

 

Wait for it! #SaraAliKhan #SaraAliKhan at airport #SaraAli #Bollywood #bollywoodactress #bollywoodcinema #Entertainment

A post shared by Entertainment Fan Page (@facc2911) on

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ସାରା ଫିଲ୍ମ କୁଲି ନମ୍ବର ୱାନର ସୁଟିଂ କୁ ନେଇ ଚର୍ଚ୍ଚାରେ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More