Only for Entertainment

ଅଯୋଧ୍ୟାରେ ଜଣେ ପୁୁଲିସ କର୍ମଚାରୀ ଏଭଳି କ’ଣ କଲେ ଲୋକମାନେ କଲେ ସାଲ୍ୟୁଟ ?

72

ରାହୁଲ ଶ୍ରୀବାସ୍ତବ ନାମକ ଜଣକ ବ୍ୟକ୍ତି ନିଜ ଟ୍ୱିଟର ଅକାଉଂଟରେ ଏକ ଭିଡିଓ ଶେୟାର କରିଛନ୍ତି । ଏଥିରେ ଜଣେ ଟ୍ରାଫିକ ପୁଲିସ କନଷ୍ଟେବଳ ରିକ୍ସାବାଲାଙ୍କ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି । ରିକ୍ସାବାଲା ଉଚ୍ଚ ରାସ୍ତାରେ ଭାରୀ ଜିନିଷ ବୋଝେଇ ହୋଇଥିବା କାରଣରୁ ରିକ୍ସା ଭିଡି ପାରିନଥିଲେ ଏବଂ ହାର ମାନି ଯାଇଥିେଏ । ମାତ୍ର କନଷ୍ଟେବଳ ଆସି ତାଙ୍କୁ ସାହାଯ୍ୟ କରିଥିଲେ । ଭିଡିଓ ସୋସିଆଲ ମିଡିଆରେ ଆସିବା କ୍ଷଣି ସମସ୍ତଙ୍କ ହୃଦୟକୁ ଜିତିବାରେ ସାମର୍ଥ୍ୟ ହୋଇପାରିଛି । ଏହି ଘଟଣାଟି ଉତ୍ତରପ୍ରଦେଶର ଅଯୋଧ୍ୟାର ଅଟେ ।

ସୋସିଆଲ ମିଡିଆରେ ଏହି କନଷ୍ଟେବଳଙ୍କର ଖୁବ ପ୍ରଶଂସା ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More