Only for Entertainment

ଲଖନଉର କ୍ୟାବ ଡ୍ରାଇଭରଙ୍କ ଭିଡିଓ ଭାଇରାଲ, ଯାତ୍ରୀ ମାନଙ୍କୁ ଦେଉଛନ୍ତି ମ୍ୟୁଜିକାଲ ରାଇଡର !

38
SavePriyanshu ଙ୍କ ନାମକ ଏକ ଟ୍ୱିଟର ୟୁଜର ଏହି ଭିଡିଓ ଟ୍ୱିଟ କରିଛନ୍ତି । ଏଥିରେ ଜଣେ କ୍ୟାବ ଡ୍ରାଇଭର , ଯାହାଙ୍କ ନା’ ବିନୋଦ ଅଟେ, ସେ କୁମାର ସାନୁଙ୍କ କଣ୍ଠରେ ଗୀତ ଗାଉଛନ୍ତି । ଜଣା ପଡିଛି ଯେ ବ୍ୟକ୍ତି ଜଣକ ଲଖନଉରୁ ଅଟନ୍ତି ।

ବ୍ୟକ୍ତି ଜଣକ ୯୦ଦଶକର ଗୀତ ‘ନଜର କେ ସାମନେ, ଜିଗର କେ ପାସ ଗୀତ ଗାଉଥିବାର ନଜର ଆସିଛନ୍ତି । ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ୭.୫ହଜାର ରୁ ଅଧିକ ଭ୍ୟୁ ମିଳିସାରିଲାଣି ।

ଏହି ଟ୍ୱିଟରେ ‘ଉବର ଇଣ୍ଡିଆ’ମଧ୍ୟ ଟ୍ୱିଟ କରିଛି । ଉବର ଲେଖିଛନ୍ତି ଯେ, ‘ମିଷ୍ଟର ବିନୋଦ ଆମର ଜଣେ ପ୍ରସିଦ୍ଧ ଗାୟକ । ଏହିଭଳି ପ୍ରଶଂସା କରି ଲେଖିଛନ୍ତି । ଲୋକମାନଙ୍କୁ ବିନୋଦଙ୍କ ମ୍ୟୁଜିକାଲ ରାଇଡ୍ସ ପସନ୍ଦ ଆସୁଥିବା ଜଣାଇଛନ୍ତି ଉବର କମ୍ପାନୀ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More