Only for Entertainment

ଖରାଦିନେ ପ୍ରସ୍ତୁତ କରି ସର୍ଭ କରନ୍ତୁ ତରଭୁଜ ପିଜ୍ଜା

Good Housekeeping
0 57

ଖରାଦିନ ଆସିବା ମାତ୍ରେ ଲେକେ ସ୍ପାଇସି ଫୁଡ ଛାଡି ଥଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି । ଯଦି କିଛି ଥଣ୍ଡା ଖାଇବା ପାଇଁ ମନ ହେଉଥାଏ ତେବେ ତରଭୁଜ ପିଜ୍ଜା ଖାଇ ଦେଖନ୍ତୁ । ହୋକୁ ପସ୍ତୁତ କରିବା ସହଜ ଏବଂ ଖାଇବା ପାଇଁ ଟେଷ୍ଟି ମଧ୍ୟ । ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ

ସାମଗ୍ରୀ-
ତରଭୁଜ- ୧ଟି
ଷ୍ଟ୍ରବେରୀ- କଟା ହୋଇଥିବା
ବ୍ଲୁବେରୀ- ୧ କପ
କଦଳୀ (ସ୍ଲାଇସ କଟା)- ୨ ଟି

ପ୍ରଣାଳୀ-
ପ୍ରଥମେ ଗୋଟିଏ ତରଭୁଜ ନିଅନ୍ତୁ । ଏହାକୁ ଗୋଲ କରି କାଟି ଦିଅନ୍ତୁ । ଏହା ଉପରେ ଷ୍ଟ୍ରବେରୀ, ବ୍ସୁବେରୀ ଏବଂ କଦଳୀ ରଖନ୍ତୁ । ଆପଣ ଚାହିଁଲେ ଅନ୍ୟ ଫଳ ମଧ୍ୟ ବ୍ୟବହାର କରିପାରିବେ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ତରଭୁଜ ପିଜ୍ଜା । ବର୍ତ୍ତମାନ ଏହାକୁ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More