Only for Entertainment

ଓଜନ କମ ହେଲେ ସେକ୍ସ ଲାଇଫରେ ଆସିଥାଏ ସଫଳତା ।

TheHealthSite.com
95

ଅଧିକାଂଶ ବ୍ୟକ୍ତି ନିଜ ବଢୁଥିବା ଓଜନକୁ ନେଇ ଚିନ୍ତିତ ଏବଂ ସେଥିରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଉପାୟ କରନ୍ତି ।କେହି କେହି ଜିମ ଯାଆନ୍ତି ତ ଅନ୍ୟ କେହି କେତେକ ଘରୋଇ ଉପାୟ କରନ୍ତି । ଯଦି ଆପଣ ମଧ୍ୟ ଓଜନ କମ କରିବାକୁ ଚାହାଁନ୍ତି ତେବେ ଆପଣ ଜାଣିବା ପାଇଁ କହି ରଖୁଛୁଯେ ଏହା ଦ୍ୱାରା କେବଳ ଶରୀର ସୁସ୍ଥ ରହିଥାଏ ତାହା ନୁହେଁ ବରଂ ସେକ୍ସ ଲାଇଫ ମଧ୍ୟ ଭଲ ହୋଇଥାଏ ।ଚାଲନ୍ତୁ ଜାଣିବା ଏହା ଦ୍ୱାରା କିଭଳି ସେକ୍ସ ଲାଇଫରେ ସଫଳତା ଆସିଥାଏ ।

ସମ୍ବଦ୍ଧ ବନାଇବାକୁ ଇଛା ନହେବା ଦ୍ୱାରା ଷ୍ଟାମିନା କମ ହୋଇଯାଏ । ଯଦି ଆପଣ ମଧ୍ୟ ଖୁବଶୀଘ୍ର କ୍ଲାନ୍ତ ଅନୁଭବ କରୁଛନ୍ତି ତେବେ ନିଜ ଓଜନ ପ୍ରତି ଦୃଷ୍ଟି ଦିଅନ୍ତୁ । ଆଜ୍ଞା ହଁ ଓଜନ ବଢିବା ଦ୍ୱାରା ସେକ୍ସ କରିବାର ଇଛା ମଧ୍ୟ ହ୍ରାସ ହୋଇଥାଏ ।ତେଣୁ ନିଜ ଓଜନକୁ ହ୍ରାସ କରିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ୱାରା ହୃଦରୋଗ ସହିତ ଅନ୍ୟ କେତେକ ରୋଗ ମଧ୍ୟ ଆପଣଙ୍କ ଠାରୁ ଦୂରେଇ ରହିଥାଏ ।

ମୋଟା ହେବା ଦ୍ୱାରା ଯୌନାଙ୍ଗ ପାଶ୍ୱର୍ରେ ରକ୍ତ ପ୍ରବାହ କମ ହେବାକୁ ଲାଗିଥାଏ । ରକ୍ତ ପ୍ରବାହ ଅଧିକ ହେଲେ ପ୍ରବୃତ୍ତି ବଢିଥାଏ ।ଓଜନ ବଢିବା ଦ୍ୱାରା ଏଭଳି ହୋଇ ନଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More