Only for Entertainment

ସୋସିଆଲ ମିଡିଆରେ ଛାଇଲା ୱେଷ୍ଟଇଣ୍ଡିଜ ଷ୍ଟାର କ୍ରିକେଟର କ୍ରିସ ଗେଲ୍ ଏବଂ ଶାହରୁଖଙ୍କ ଏହି ଫଟୋ

insta pic of chrisgayle333
60

ୱେଷ୍ଟଇଣ୍ଡିଜ ଷ୍ଟାର କ୍ରିକେଟର କ୍ରିସ ଗେଲ୍ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି । ସୋସିଆଲ ମିଡିଆରେ ଏହି ଦୁଇ ସେଲିବ୍ରିଟିଙ୍କ ଫଟୋକୁ ଲୋକେ ଖୁବ ପସନ୍ଦ
କରିଛନ୍ତି ।

ଅଭିନେତା ଶାହରୁଖ ଖାନ ଏବେ ୱେଷ୍ଟଇଣ୍ଡିଜରେ ଚାଲିଥିବା କ୍ୟାରିବିଆନ ପ୍ରିମିୟର ଲିଗରେ ତ୍ରିନବାଗେ ନାଇଟ ରାଇଡର୍ସକୁ ସପୋର୍ଟ କରିବା ପାଇଁ ସେଠାରେ ଅଛନ୍ତି । କହିରଖୁଛୁ ଯେ, ଶାହରୁଖ ଖାନ ତ୍ରିନବାଗେ ନାଇଟ ରାଇଡର୍ସର ସହ-ମାଲିକ ଅଟନ୍ତି ।

ଫଟୋରେ କ୍ରିସ ଗେଲ ଏବଂ ଶାହରୁଖ ଖାନ ବ୍ଲାକ ଡ୍ରେସରେ କ୍ୟାମେରା ସାମ୍ନାରେ ପୋଜ ନେଇଥିବା ଦେଖିବାକୁ ମିଳିଛି । ଦେଖନ୍ତୁ ଫଟୋ-

 

View this post on Instagram

 

#40SHADESOFGAYLE September 20th ?? @iamsrk #NuffRespect ??

A post shared by KingGayle ? (@chrisgayle333) on

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ଜିରୋ ବକ୍ସ ଅଫିସରେ ବିଫଳ ହେବା ପରେ ଶାହରୁଖ ଆଉ କୌଣସି ପ୍ରୋଜେକ୍ଟ ସାଇନ କରିନାହାଁନ୍ତି । ଫ୍ୟାନ୍ସ ତାଙ୍କର ଆଗାମୀ ଫିଲ୍ମର ଘୋଷଣାଙ୍କ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More