Only for Entertainment

ପୁଣିଥରେ ରେଖାଙ୍କ ସହିତ ସାମ୍ନାସାମ୍ନି ହେଲେ ଅମିତାଭ ବଚ୍ଚନ

punjabkesari
66

ଶ୍ରୀ ଗଣେଶ ଚତୁର୍ଥୀ ଉପଲକ୍ଷେ ଦେଶର ଆରବପତିଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ଘରେ ସୋମବାରକୁ ପୂଜାର ଆୟୋଜନ କରାଯାଇଥିଲା । ଏହି ପୂଜାରେ ସାମିଲ ହେବା ପାଇଁ ବଲିଉଡର ଏକାଧିକ ତାରକା ପହଂଚିଥିଲେ । ଏହି ସମୟରେ ଏଭଳି ମନେ ହେଉଛି ଯେପରି ବିବାହର କୌଣସି ଋତୁ ଚାଲିଥିଲା । କିନ୍ତୁ ଏହି ମଧ୍ୟରେ ଏଭଳି କିଛି ହେଲା ଯାହା ବଲିଉଡ ଏକ କାହାଣୀ ମିଳିଗଲା ।

ଏହି ପୂଜାରେ ଅମିତାଭଙ୍କ ସହିତ ଜୟା ବଚ୍ଚନ ମଧ୍ୟ ପହଂଚିଥିଲେ । କେବଳ ଜୟା ନୁହଁନ୍ତି ବରଂ ପୁଅ ଅଭିଷେକ ମଧ୍ୟ ପହଂଚିଥିଲେ । ଏହି ସମୟରେ ରେଖା ମଧ୍ୟ ପହଂଚିଗଲେ । ରେଖା କାଂଜିବରମ ଶାଢୀରେ ଖୁବ ସୁନ୍ଦର ଦେଖା ଯାଉଥିଲେ । ଏହା ପ୍ରଥମ ଥର ନୁହେଁ ଯେତେବେଳେ ଏମାନଙ୍କୁ ଗୋଟିଏ ଇଭେଂଟରେ ସ୍ପଟ କରାଯାଇଛି । ଏହା ପୂର୍ବରୁ ମଧ୍ୟ ଏଭଳି ପରିସ୍ଥିତି ଦେଖିôବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More