Only for Entertainment

ଐଶ୍ୱର୍ଯ୍ୟାଙ୍କୁ ବୋହୁ କରିବା ପରେ କେତେ ବଦଳିଛି ଅମିତାଭଙ୍କ ଜୀବନ? ଜାଣନ୍ତୁ କ’ଣ କହିଲେ ବିଗବି ।

bollywood tadka
31

ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ଐଶଙ୍କୁ ବୋହୁ କରିବା ପରେ ତାଙ୍କ ଜୀବନ କେତେ ବଦଳିଛି, ସେ ଏହି ପ୍ରଶ୍ନର ଉତ୍ତର ବିଗବି ଷ୍ଟାଇଲରେ ଦେଲେ । ତାଙ୍କ କହିବା ଅନୁସାରେ ଐଶଙ୍କ ଆସିବା ପରେ ତାଙ୍କ ପରିବାରରେ କିଛି ଖାସ ପରିବର୍ତ୍ତନ ହୋଇନାହିଁ । କାରଣ ତାଙ୍କ ପାଇଁ ପରିସ୍ଥିତି କିଛି ଏଭଳି ଥିଲାଯେ ଯେପରି ଜଣେ ଝିଅ ଘରୁ ଗଲା ଏବଂ ଆଉ ଜଣେ ଝିଅ ଘରକୁ ଆସିଲା ।

ଅମିତାଭଙ୍କ ସହିତ ହୋଇଥିବା ଏହି ଆଲୋଚନା ଜି କ୍ୟାଫେ ଚ୍ୟାନେଲରେ ଆଜି ପ୍ରସାରିତ ହେବ । ଅମିତାଭ ଏହି ଏପିସୋଡରେ କହିଛନ୍ତି ଯେତେବେଳେ ଆରାଧ୍ୟା ଘରକୁ ଆସନ୍ତି, ମୋ ୱର୍କିଂ ଡେସ୍କକୁ କ୍ଷତି ପହଂଚାନ୍ତି , କାରଣ ମୋ ଡେସ୍କ ଉପରେ ରଖା ଯାଇଥିବା ପେନକୁ ସେ କ୍ଷତି ପହଂଚାଇବାକୁ ଚାହାଁନ୍ତି,କିଛି ଲେଖିବାକୁ ଚାହାଁନ୍ତି, ମୋ ଲ୍ୟାପଟପ ସହିତ ଖେଳିବାକୁ ଚାହାଁନ୍ତି । ଏହା ଦ୍ୱାରା ମୋତେ ଖୁବ ଖୁସି ମିଳେ । କହିରଖୁଛୁଯେ ଆରାଧ୍ୟା ଐଶ ଓ ଅଭିଷେକଙ୍କଝିଅ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More