Only for Entertainment

ସକାଳେ ଖାଲି ପେଟରେ ପାଣି ପିଇଲେ କ’ଣ ହୁଏ ।

33

ଶରୀରରେ ୭୦ ପ୍ରତିଶତ ଜଳ ରହିଛି । ତେଣୁ ଯଦି ଜଳୀୟ ଅଂଶ କମିଯାଏ ,ଏହା ଦ୍ୱାରା ଶରୀର ଅସୁସ୍ଥ ହୁଏ । ତେଣୁ କୁହାଯାଏ ନିୟମିତ ପାଣି ପିଇବା ଦ୍ୱାରା ବିଭିନ୍ନ ରୋଗ ଭଲ ହୋଇଯାଏ ।ତେବେ ପାଣି କେୁଁ ସମୟରେ ପିଇଲେ ତାହା ଲାଭଦାୟକ ହୋଇଥାଏ ତାହା ବୋଧ ହୁଏ ସମସ୍ତେ ଜାଣିନଥିବେ । ଆସନ୍ତୁ ଆଲୋଚନା କରିବା ।

– ପାଣି ଆପଣଙ୍କ ରକ୍ତରୁ ଘାତକ ତତ୍ୱ ବାହାରକୁ ବାହାର କରି ଦେଇଥାଏ, ଯାହାଦ୍ୱାରା ତ୍ୱଚାରେ ଚମକପଣ ଆସିଥାଏ ।

– ଖାଲି ପେଟରେ ପାଣି ପିଇବା ଦ୍ୱାରା ପେଟର ଅଳିଆ ସଫା ହେବା ସହିତ ରକ୍ତ ଶୁଦ୍ଧ ହୋଇଥାଏ ।

– ସକାଳୁ ଖାଲି ପେଟରେ ପାଣି ପିଇବା ଦ୍ୱାରା ମାଂସପେଷୀୟ ଏବଂ ନୂତନ କଣିକା ସୃଷ୍ଟି ହୋଇଥାଏ ।

– ଏହାଦ୍ୱାରା ଶରୀରର ମୋଟାବଲୀଜିମ୍ ବଢିବା ସହ ଓଜନ ହ୍ରାସ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More