Only for Entertainment

ଓଲିଉଡ ଇଣ୍ଡଷ୍ଟ୍ରିରେ କେଉଁ ହିରୋଙ୍କ ଶିକ୍ଷାଗତ ଯୋଗ୍ୟତା ସବୁଠାରୁ ଅଧିକ? ଜାଣିବା ପାଇଁ ପଢନ୍ତୁ

kanaklifestyle
224

ସେଲିବ୍ରେଟୀଙ୍କ ଜୀବନଶୈଳୀ ବିଷୟରେ ଜାଣିବାର ଇଛା ସମସ୍ତଙ୍କର ଥାଏ । ତାହା ବ୍ୟକ୍ତିଗତ ହେଉ ବା ଆନୁଷ୍ଠାନିକ । କିନ୍ତୁ କେବେ କେବେ ମନକୁ ପ୍ରଶ୍ନ ଆସେ ଯେ ଏହି ଅଭିନେତା ମାନଙ୍କର ଶିକ୍ଷାଗତ ଯୋଗ୍ୟତା କ’ଣ ହୋଇପାରେ । ତେବେ ଆଜି ଆମେ ଆପଣଙ୍କ ଏହି ପ୍ରଶ୍ନର ଉତ୍ତର ଦେବୁ । ଆସନ୍ତୁ ଆଲୋଚନା କରିବା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ହିରୋ ମାନଙ୍କର ଶିକ୍ଷାଗତ ଯୋଗ୍ୟତା ବିଷୟରେ ।

ଅନୁଭବ ମହାନ୍ତି: ଅନୁଭବ କମର୍ସରେ ଗ୍ରାଜୁଏସନ ଶେଷ କରିଛନ୍ତି । ଡିଏଭି ସ୍କୁଲରେ ପାଠ ପଢା ଶେଷ ହେବା ପରେ କଟକର ଖ୍ରୀଷ୍ଟ କଲେଜରେ ଆଡମିଶନ ନେଇଥିଲେ ।
ବାବୁଶାନ ମହାନ୍ତି: ଡିଏଭି ସ୍କୁଲରେ ପାଠ ପଢିଛନ୍ତି ଓ କିଟ କଲେଜରେ ବିଟେକ କରିଛନ୍ତି ।
ଅରିନ୍ଦମ: +୩ ବିଜ୍ଞାନ
ସବ୍ୟସାଚୀ ମିଶ୍ର: ବି.ଟେକ
ଆକାଶ ଦାଶ ନାୟକ: ଏଲଏଲବି
ସିଦ୍ଧାନ୍ତ ମହାପାତ୍ର: ଆର୍ଟସରେ ଏମ.ଏ
ଅମ୍ଳାନ: ପିଜି
ବୁଦ୍ଧାଦିତ୍ୟ: ଗ୍ରାଜୁଏସନ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More