Only for Entertainment

କେଉଁ ମାନଙ୍କୁ ଫୁଲକୋବି ଖାଇବା ମନା?

92

ଫୁଲକୋବି ଏଭଳି ଏକ ପରିବା ଯାହାକୁ ସମସ୍ତେ ପସନ୍ଦ କରନ୍ତି । କିନ୍ତୁ ସମସ୍ୟାର କଥା ଏହା ସବୁବେଳେ ମିଳି ନଥାଏ । ଶୀତ ଦିନ ଆସିବା ମାତ୍ରେ ଏହା ପ୍ରଚୁର ପରିମାଣରେ ମିଳେ । ଏହାର ଚାହିଦା ମଧ୍ୟ ଯଥେଷ୍ଟ ଅଧିକ । କାରଣ କେବଳ ଘରେ ନୁହେଁ ଭୋଜିଭାତ ମାନଙ୍କରେ ମଧ୍ୟ ଏହାକୁ ନେଇ ଯଦି କୌଣସି ରେସିପି କରାନଯାଏ ତେବେ ଖାଇବା ଅଧା ଭଳି ଲାଗେ । କିନ୍ତୁ ଫୁଲକୋବିକୁ ନେଇ କିଛି କଥା ରହିଛି, ଯାହାକୁ ଜାଣିବା ନିହାତି ଜରୁରୀ । କାରଣ ଏହି ସାମାନ୍ୟ କଥା ଉପରେ ଗୁରୁତ୍ୱ ନ ଦେଲେ ସମସ୍ୟା ସୃଷ୍ଟି ହୋଇପାରେ ।

 

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ସୁଗାର କିଡନୀ ଏବଂ ହୃଦରୋଗରେ ପିଡୀତ ଥିବା ବ୍ୟକ୍ତି ଯଦି ଫୁଲକୋବି ସେବନ କରୁଛନ୍ତି ତେବେ ତାଙ୍କ ରୋଗ ଅଧିକ ବଢିଯାଇଥାଏ । ଯଦି ଆପଣ ଚର୍ମରୋଗ ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ଭୁଲ୍ ରେ ବି କୋବି ଖାଆନ୍ତୁ ନାହିଁ । ଏହାଦ୍ୱାରା ସମସ୍ୟା ଗମ୍ଭୀର ହୋଇଯାଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More