Only for Entertainment

ପ୍ରାତଃ କାଳ ପୂଜନ-ଅର୍ଚ୍ଚନା ଲାଗି କାହିଁକି ସବୁଠାରୁ ଭଲ ସମୟ , ଆସନ୍ତୁ ଜାଣିବା

The Telegraph
39

ଇଶ୍ୱରଙ୍କ ଆରାଧନା ଓ ପୂଜା ପାଠ ପାଇଁ ସବୁଠାରୁ ଭଲ ସମୟ ହେଲା ବ୍ରହ୍ମ ମହୂର୍ତ୍ତ। ଯେତେ ସକାଳୁ ଉଠି ଆପଣ ପୂଜା କରିବେ,ଆପଣ ସେତେ ଶାନ୍ତି ପାଇବେ । ପ୍ରାତଃ କାଳ ପୂଜନ-ଅର୍ଚ୍ଚନା ଲାଗି କାହିଁକି ସବୁଠାରୁ ଭଲ ସମୟ , ଆସନ୍ତୁ ଜାଣିବା…..

  • ପ୍ରଥମ କଥା ହେଲା ସକାଳେ ପୂଜା କରିବାର ଥିଲେ ଭୋରୁ ଉଠିବାକୁ ପଡ଼ିବ। ଭୋରୁ ଉଠିବା ଶରୀର ପାଇଁ ଖୁବ୍‌ ଭଲ।
  • ପ୍ରାତଃ ସମୟ ଧ୍ୟାନ ପାଇଁ ସବୁଠାରୁ ଭଲ ସମୟ, କାରଣ ସକାଳେ କୋଳାହଳ ନ ଥାଏ ଓ ବାତାବରଣ ବି ଶୁଦ୍ଧ ଥାଏ।
  • ସକାଳେ ଆମ ମନ ଶାନ୍ତ ଥାଏ।କୌଣସି ପ୍ରକାରର ଖରାପ ବିଚାର ବି ମନରେ ନ ଥାଏ। ଭଗବାନଙ୍କୁ ଭକ୍ତି ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହେଲା ଏକାଗ୍ରତା।ଏହା ସକାଳ ସମୟରେ ମିଳିଥାଏ।
  • ସକାଳ ପରେ ଆମେ ଯେତେବେଳେ ବି ଉଠୁ,ଆମକୁ ଦିନଯାକର କଥା ଭାବିବାକୁ ପଡେ। ଏଣୁ ମନ ଅଶାନ୍ତ ହୋଇ ଉଠେ।
  • ପ୍ରାତଃ କାଳରେ ଧ୍ୟାନ କରିଲେ ଓ ଇଶ୍ୱରଙ୍କ ମନ୍ତ୍ର ଜପ କରିଲେ ବୁଦ୍ଧି ପ୍ରଖର ହୋଇଥାଏ ବୋଲି ମଧ୍ୟ କୁହାଯାଏ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More