Only for Entertainment

କାହିଁକି ପୂଜାରେ ବ୍ୟବହାର ହୁଏ ନାହିଁ ଷ୍ଟିଲ ବାସନ?

punjabkesari
48

ହିନ୍ଦୁ ଧର୍ମରେ ପୂଜାର ବିଭନ୍ନ ମହତ୍ୱ ରହିଛି । ଏହି ମଧ୍ୟରେ ପୂଜା କରିବା ପାଇଁ ବିଭିନ୍ନ ପ୍ରକାରର ବାସନ ବ୍ୟବହାର ହୁଏ । କିନ୍ତୁ କେବେ ମଧ୍ୟ ପୁଜାରେ ଷ୍ଟିଲ ବାସନକୁ ବ୍ୟବହାର କରାଯାଏ ନାହିଁ । ହୁଏତ ଏହାର କାରଣ ଖୁବ କମ ଲୋକ ଜାଣିଥିବେ । ତେବେ ପୂଜାରେ କେବଳ ତମ୍ବା, ପିତ୍ତଳ, ରୂପା ଆଦି ଧାତୁର ବାସନ ବ୍ୟବହାର ହୁଏ । କିନ୍ତୁ ଷ୍ଟିଲ, ଆଲୁମିନୟମ ଏବଂ ଲୁହା ଆଦି ବ୍ୟବହାର ହୁଏ ନାହିଁ । କେବଳ ସେତିକି ନୁହେଁ ଏହି ଧାତୁରେ ମୂର୍ତ୍ତି ମଧ୍ୟ ତିଆରି ହୁଏ ନାହିଁ । ଏହାର ପ୍ରମୁଖ କାରଣ ହେଉଛିଯେ ପୂଜା ପାଠ ପାଇଁ ପ୍ରାକୃତିକ ଧାତୁକୁ ଶୁଭ ବୋଲି ବିବେଚନା କରାଯାଏ । ଯେତେବେଳେ କି ଲୁହାରେ ଜଙ୍ଗ ଲାଗିଯାଏ ଏବଂ ଆଲୁମିନିୟମରୁ ଭିନ୍ନ ଭିନ୍ନ ସ୍ତର ବାହାରିବାକୁ ଲାଗେ । ଏହି କାରଣରୁ ଏଭଳି ବାସନକୁ ବ୍ୟବହାର କରିବା ଦ୍ୱାରା ତ୍ୱଚା ଖରାପ ହୋଇଯାଏ । କେବଳ ସେତିକି ନୁହେଁ ମୂର୍ତ୍ତି ମଧ୍ୟ ନଷ୍ଟ ହୋଇଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More