Only for Entertainment

କାହିଁକି କୁମାରୀ ଝିଅଙ୍କୁ ଦିଆଯାଏ ନାହିଁ ସୌଭାଗ୍ୟବତୀ ଭବ ଆଶୀର୍ବାଦ ।ଜାଣନ୍ତୁ ଏହାର ପୂର୍ଣ୍ଣ ଅର୍ଥ ।

timesnow
26

ନିକଟରେ ସମ୍ପନ୍ନ ହୋଇଥିବା ଦୀପିକା ଏବଂ ରଣବୀରଙ୍କ ବିବାହରେ ଆପଣ ହୁଏତ ଏକ କଥା ଉପରେ ନଜର ରଖିଥିବେ । କଥାଟି ହେଉଛି ଦୀପିକା ମୁଣ୍ଡରେ ପକାଇଥିବା ଓଢଣି ଉପରେ ଲେଖା ଯାଇଥିଲା ସଦା ସୌଭାଗ୍ୟବତୀ ଭବ । ଆଜ୍ଞା ହଁ ଏହି ବାକ୍ୟଟି ହେଉଛି ସଂସ୍କୃତ ଭାଷାର ।ଯେଉଁଥିରେ ସଦାର ଅର୍ଥ ହେଉଛି ସବୁବେଳେ । ସୌଭାଗ୍ୟବତୀ ଅର୍ଥ ସବୁବେଳେ ଭାଗ୍ୟ ଚମକିବା ଏବଂ ଭବ ଅର୍ଥ ହୁଅ ।ଅର୍ଥ ଏହାକୁ ପାଉଥିବା ମହିଳା ଉପରେ ସବୁବେଳେ ଭଗବାନଙ୍କର କୃପା ରହିଥାଏ ଏବଂ ସେ କୌଣସି ସମସ୍ୟାର ସମ୍ମୁଖୀନ ହୋଇନଥାଏ ।ଏହା ସହିତ ଏହି ଆଶୀର୍ବାଦ ତାଙ୍କ ସ୍ୱାମୀଙ୍କ ଆୟୁ,ସ୍ୱାସ୍ଥ୍ୟ ଏବଂ ଉନ୍ନତି ଉପରେ ମଧ୍ୟ ଜଡ଼ିତ ।ଅର୍ଥାତ ଗୋଟିଏ ବାକ୍ୟରେ ନବଦମ୍ପତ୍ତିଙ୍କୁ ସୁସ୍ଥ,ଖୁସି ଏବଂ ଧନ ପୂର୍ଣ୍ଣ ରହବିାର ଆଶୀର୍ବାଦ ମିଳିଥାଏ । ତେଣୁ ଏହି ଆର୍ଶୀବାଦ କୁଆଁରୀ ଝିଅଙ୍କୁ ଦିଆଯାଇନଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More