Only for Entertainment

ଖାଇବା ସମୟରେ କାହିଁକି ଡାହାଣ ହାତ ବ୍ୟବହାର କରାଯାଏ?

The Indian Express
57

ଖାଇବା ସମୟରେ ସମସ୍ତେ ଡାହାଣ ହାତ ବ୍ୟବହାର କରନ୍ତି, କିନ୍ତୁ ଏହା ପଛରେ କୌଣସି ନିର୍ଦ୍ଦିଷ୍ଟ କାରଣ ରହିଛି ଏହା ହୁଏ ତ ଆପଣ ଅନୁମାନ କରିନଥିବେ ।

ହିନ୍ଦୁ ଧର୍ମରେ ଭୋଜନକୁ ଯଜ୍ଞ ସହିତ ତୁଳନା କରାଯାଇଛି। ଶାସ୍ତ୍ର ଅନୁସାରେ ମନୁଷ୍ୟ ଭୋଜନ କରିବା ସମୟରେ ଶରୀର ଯଜ୍ଞ କରିଥାଏ। ଏହି କାରଣରୁ ଭୋଜନ କରିବା ସମୟରେ ଡାହାଣ ହାତକୁ ବ୍ୟବହାର କରିବା ପାଇଁ କୁହାଯାଇଥାଏ।

ଏହା ମଧ୍ୟ କୁହାଯାଏ ଯେ, ଡାହାଣ ହାତରେ ସୂର୍ଯ୍ୟଙ୍କର ନାଭି ପ୍ରତିନିଧିତ୍ୱ କରିଥାଏ। ଏଥିପାଇଁ ସିଧା ହାତରେ ଭୋଜନ କଲେ ଶରୀରକୁ ଅଧିକ ଶକ୍ତି ମିଳିଥାଏ। ଏହା ସହିତ ଖାଦ୍ୟ ଶରୀରରେ ଶୀଘ୍ର ହଜମ ହୋଇଥାଏ। ଶାସ୍ତ୍ର ଅନୁସାରେ ବାମ ହାତରେ ଭୋଜନ କଲେ ଶରୀରକୁ ସମ୍ପୂର୍ଣ୍ଣ ଭୋଜନ ମିଳିପାରେ ନାହିଁ।
କୁହାଯାଏ କି କୌଣସି ଶୁଭ କାର୍ଯ୍ୟ କରିବା ସମୟରେ ଡାହାଣ ହାତରେ କରିବା ଦ୍ୱାରା ସକାରାତ୍ମକ ଶକ୍ତି ପ୍ରାପ୍ତ ହୋଇଥାଏ। ଏହା ସହିତ ଶରୀରକୁ ମଧ୍ୟ ସମ୍ପୂର୍ଣ୍ଣ ଶକ୍ତି ମିଳିପାରିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More