Only for Entertainment

ବାହାଘରରେ ଝିଅକୁ ଦେଉଛନ୍ତିକି ଏଭଳି ଉପହାର?

60

ସମୟ ବଦଳିବା ସହିତ ଦିନ ମଧ୍ୟ ବଦଳୁଛି । ଏହା ସହିତ ପରିସ୍ଥିତି ଏବଂ ଚିନ୍ତାଧାରା । କିନ୍ତୁ ଆଜିକାଲିବାହାଘର ବେଳେ ଲୋକେ କିଛି ପୁରୁଣା ପରମ୍ପରା ଓ ନୀତି ନିୟମକୁ ଭୁଲି ଯାଉଛନ୍ତି, ତଥାପି ଝିଅର ସମସ୍ତ ଇଚ୍ଛାକୁ ପୂରଣ କରିବା ପାଇଁ ବାପା ମା’ ଚେଷ୍ଟା କରିଥାନ୍ତି। ଆଜିକାଲି କନ୍ୟା ବିଦା ହେବାବେଳେ ପରିବାର ଲୋକେ ଅନେକ କିଛି ଉପହାର ଦେଇଥାନ୍ତି।

ଏହାର ଅର୍ଥାତ ପ୍ରଭୁ ଗଣେଶ ଯେଉଁଠି ବିରାଜମାନ କରିବେ ସେ ସବୁ ସ୍ଥାନକୁ ବିପଦ ଆସେ ନାହିଁ। ସେଥିପାଇଁ ଗଣେଶଙ୍କୁ ଶୁଭର ପ୍ରତୀକ ବୋଲି ବିବେଚନା କରାଯାଏ।

ଏହି ବିଶ୍ୱାସରେ ବାପା ମା’ ଝିଅ ବହାଘର ବେଳେ ଗଣେଶ ମୂର୍ତ୍ତି ଦେଇଥାନ୍ତି। କିନ୍ତୁ ଶାସ୍ତ୍ର ଅନୁସାରେ ଗଣେଶ ମୂର୍ତ୍ତି ଉପହାର ଦେଲେ ଅଶୁଭ ହୋଇଥାଏ।

କାରଣ ଶାସ୍ତ୍ର ଅନୁଯାୟୀ ଝିଅକୁ ଘରର ଲକ୍ଷ୍ମୀ ବୋଲି ମାନ୍ୟତା ରହିଛି । କୁହାଯାଏ ଲକ୍ଷ୍ମୀ ଏବଂ ଗଣେଶଙ୍କ ମଧ୍ୟରେ ପଡ଼େ ନାହିଁ। ତେଣୁ ଝିଅକୁ ଏକସଙ୍ଗେ ଲକ୍ଷ୍ମୀ ଏବଂ ଗଣେଶ ମୂର୍ତ୍ତି ଦେଲେ ଆର୍ଥିକ ସଙ୍କଟର କାରଣ ପାଲଟିଥାଏ ।

ଏହି କାରଣରୁ ଉପହାରରେ ଏକ ସଙ୍ଗେ ଗଣେଶ ଓ ଲକ୍ଷ୍ମୀ ମୂର୍ତ୍ତି  ଦେବା ଅନୁଚିତ୍।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More