Only for Entertainment

କେଉଁମାନେ ଲାଲ ରଙ୍ଗ ପିନ୍ଧିବା ଅନୁଚିତ ।

LadyIndia.com
21

ବାସ୍ତୁ ଶାସ୍ତ୍ର ଅନୁସାରେ ରଙ୍ଗକୁ ନେଇ କେତେକ କଥା ପରିଲକ୍ଷିତ ଅଛି । ଯେପରିକି କେଉଁମାନେ କେଉଁ ରଙ୍ଗର ପୋଷାକ ପରିଧାନ କରିବା ଉଚିତ । ବାସ୍ତୁରେ କୁହାଯାଏଯେ ଯଦି ଆପଣଙ୍କ ସ୍ୱଭାବକୁ ନେଇ ଆପଣ ପୋଷାକ ପରିଧାନ କରନ୍ତି ତେବେ ଖରାପ ଦଶା ପଡ଼ିପାରେ ।

କ୍ରୋଧୀ ସ୍ୱଭାବର ବ୍ୟକ୍ତି ନାଲି ରଙ୍ଗ ଧାରଣ କରିବା ଉଚିତ୍‌ ନୁହେଁ। ଯଦି ଆପଣଙ୍କର ଏସିଡିଟି, ପେଟ ସମସ୍ୟା ରହିଛି ବା ମନ ଜଲ୍‌ଦି ଅଶାନ୍ତ ହୋଇଯାଉଛି ତା ହେଲେ ମଧ୍ୟ ନାଲି ରଙ୍ଗ ଧାରଣ କରନ୍ତୁ ନାହିଁ।  ଯାତକରେ ରାହୁ-ମଙ୍ଗଳ କିମ୍ବା  ମଙ୍ଗଳ-ଶନିର ରହିଥିବାରୁ ଉପରୋକ୍ତ ସମସ୍ୟା ଦେଖା ଦେଉଥାଇପାରେ। ଯାହାର ଯାତକରେ ପଞ୍ଚମ, ସପ୍ତମ ଓ ଅଷ୍ଟମ ସ୍ଥାନରେ ମଙ୍ଗଳ ଥାଏ ସେମାନେ ମଧ୍ୟ ଏପରି ରଙ୍ଗ ଧାରଣ କରିବା ଉଚିତ୍‌ ନୁହେଁ। ଜାଣି ରଖନ୍ତୁ ଯେ, ମିଥୁନ ଓ କନ୍ୟା ଲଗ୍ନ ଲୋକଙ୍କ ପାଇଁ ନାଲି ରଙ୍ଗ ସର୍ବାଧିକ ପ୍ରତିକୂଳ ।

କର୍କଟ ଓ ସିଂହ ରାଶିର ଲୋକଙ୍କ ପାଇଁ କିନ୍ତୁ ନାଲି ରଙ୍ଗ ଶୁଭ ହୋଇଥାଏ।ଆପଣ ଚାହିଁଲେ ଲାଲ୍‌ ରଙ୍ଗର ଲୁଗା, ଚାଦର, ପରଦା  ଓ କାନ୍ଥରେ ବ୍ୟବହାର କରିପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More