Only for Entertainment

ୱାଇଲଡ କାର୍ଡ଼ରେ ପ୍ରବେଶ କରିବେ ଏହି ଦୁଇ କଳାକାର

bollywood life
22

ବିଗବସ ୧୩ରେ ପ୍ରବେଶ କରିଛନ୍ତି ୧୪ ଜଣ ଜଣାଶୁଣା ଲୋକପ୍ରିୟ କଳାକାର । ପ୍ରତିଦିନ ନଜର ଆସୁଛି ଭିନ୍ନ ଭିନ୍ନ ଚମକ । ଇଣ୍ଡିଆନ ଏଂଟରଟେନମେଂଟ ଇଣ୍ଡଷ୍ଟ୍ରି ଏକ ଗ୍ରାଣ୍ଡ ଏଂଟ୍ରି ନେଇଛି ବିଗବସରେ । ପ୍ରତିଦିନ ଚାଲିଛି ହାଇ ଭୋଲଟେଜ ଡ୍ରାମା । ଖୁବ ଚର୍ଚ୍ଚାରେ ଅଛନ୍ତି ସିଦ୍ଧାର୍ଥ ଶୁକ୍ଳା, ରଶ୍ମି ଦେଶାଇ,ଦେବୋଲିନା ଭଟ୍ଟାଚାର୍ଜୀ ଏବଂ ପାରସ ଛବ୍ରା । ତିନି ସପ୍ତାହ ବିତିଯାଇଛି ଏବଂ ଶୋ’ରେ ମାହୋଲ ମଧ୍ୟ ଗରମ ହୋଇ ଯାଇଛି । ସବୁଠାରୁ ବଡ଼ ଘଟଣା ଆସିଛି ବିଗବସ ବାହାରୁ, ଯାହା ବ୍ରକ୍ତିଗତ ଜୀବନକୁ ନେଇ ହୋଇଥିବା ଝଡ଼ ବିଷୟରେ ଏଠାରେ ଜଣେ ଅନ୍ୟ ଜଣକୁ ଟାର୍ଗେଟ କରୁଛି । ତେବେ ଏତିକି ମସଲା ବିଗବସ ନିର୍ମାତାଙ୍କ ପାଇଁ କମ ହୋଇଗଲା, ଯେଉଁଥିପାଇଁ ସେ ପ୍ରବେଶ କରାଇବାକୁ ଯାଉଛନ୍ତି ଆଉ କିଛି ପ୍ରସିଦ୍ଧ ଚେହେରାକୁ ।

ଖବର ମୁତାବକ ଶୋ’ରେ ହୁସୈନ କୁବଜେରୱାଲା ପ୍ରବେଶ କରିବାକୁ ଯାଉଛନ୍ତି । ଏବଂ କୋଏନା ମିତ୍ର ମଧ୍ୟ । ଦୁଇଜଣ ୱାଇଲଡ କାର୍ଡ଼ରେ ପ୍ରବେଶ କରିବେ ବୋଲି ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More