Only for Entertainment

କୁନି ପିଲାମାନେ ବିନା ପାଣିରେ କିଭଳି ସିଝାଇଲେ ଅଣ୍ଡା, ଦେଖନ୍ତୁ ଭିଡିଓ ।

facebook
0 32

ସୋସିଆଲ ମିଡିଆରେ ଲୋକମାନେ ଅପଡେଟ ରହିବା ଦିନ ଠାରୁ ପ୍ରତିଦିନ କିଛି ନା କିଛି ଭିଡିଓ ଶେୟାର ହେଉଛି ଏବଂ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ଲୋକ ମାନେ ଏଭଳି ଭିଡିଓକୁ ଖୁବ ପସନ୍ଦ ମଧ୍ୟ କରନ୍ତି ଏବଂ ପ୍ରତିଦିନ କିଛି ନା କିଛି ନିଆରା ଭିଡିଓକୁ ଲୋକମାନେ ଅପେକ୍ଷା କରି ରହିଥାଆନ୍ତି । ସେହିଭଳି ଏକ ଭିଡିଓ ଫେସବୁକରେ ଭାଇରାଲ ହେବାରେ ଲାଗିଛି । ଏବେ ପର୍ଯ୍ୟନ୍ତ ଏହି ଭିଡିଓ ୨୮ହଜାରରୁ ଉଦ୍ଧ୍ୱର୍ ଥର ଶେୟାର କରାଯାଇ ସାରିଲାଣି ।

କୁନି କୁନି ପିଲାମାନେ ନିଆରା ଉପାୟରେ ପାଣି ବିନା ଅଣ୍ଡା ସିଝାଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛି କୁନି ପିଲା ଅଣ୍ଡା ଗୁଡିକୁ ଏକ ଗାତ ଖୋଳି ଚୁଲି ଭଳି ପ୍ରସ୍ତୁତ କରି ସେଥିରେ ଅଣ୍ଡା ଥୋଇଛନ୍ତି । ଏହାପରେ ସେହି ଅଣ୍ଡା ଉପରେ ପତ୍ର ବୁଜି ଉପରେ ମାଟି ଲେପ ଦେଇ ଅଣ୍ଡା ଗୁଡିକୁ ସିଝିବାକୁ ଛାଡି ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More