Only for Entertainment

ଷ୍ଟୁଡେଂଟ ଅଫ ଦ ଇୟର ଟୁରେ ଗେଷ୍ଟ ଆପିୟରାନ୍ସ ଦେବେ ହଲିଉଡ ମେଗାଷ୍ଟାର ୱିଲ ସ୍ମିଥ,ସାମ୍ନାକୁ ଆସିଲା ଫଟୋ ।

bollywood tadka
29

ଆକ୍ଟର ଟାଇଗର ସ୍ରଫ ଏବେ ତାଙ୍କ ଫିଲ୍ମ ଷ୍ଟୁଡେଂଟ ଅଫ ଦ ଇୟର ଟୁର ସୁଟିଂରେ ବ୍ୟସ୍ତ ଅଛନ୍ତି । ନିକଟରେ ଏହି ଫିଲ୍ମକୁ ନେଇ ଏକ ଘଟଣା ସାମ୍ନାକୁ ଆସିଛି । ଖବର ଅନୁସାରେ ହଲିଉଡ ଷ୍ଟାର ୱିଲ ସ୍ମିଥ କରଣଙ୍କ ପ୍ରଡକ୍ସନ ହାଉସର ଫିଲ୍ମ ଷ୍ଟୁଡେଂଟ ଅଫ ଦ ଇୟର ଟୁରେ କ୍ୟାମିଓ କରୁଥିବା ନଜର ଆସିବେ ।

ନିକଟରେ ସେ ଫିଲ୍ମର ଲିଡ ଷ୍ଟାରକାଷ୍ଟ ତାରା ସୁତାରିଆ,ଅନନ୍ୟା ପାଣ୍ଡେ ଏବଂ ଟାଇଗର ସ୍ରଫଙ୍କ ସହିତ ସାକ୍ଷାତ କରିଛନ୍ତି । ଏହି ଫଟୋକୁ ସେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ସେୟାର କରିଛନ୍ତି । ଏହି ଫିଲ୍ମରେ ୱିଲ ସ୍ମିଥ କ୍ୟାମିଓ କରୁଥିବାର ନଜର ଆସିବେ ଏବଂ ସେ ଏହାର ସୁଟିଂ ମଧ୍ୟ ଶେଷ କରି ସାରିଛନ୍ତି ।

ଏହି ଫିଲ୍ମ ଷ୍ଟୁଡେଂଟ ଅଫ ଦ ଇୟର ଟୁ’ର ସିକ୍ୱେଲ । ଏହାର ନିର୍ଦ୍ଦେଶକ ହେଉଛନ୍ତି ପୁନିତ ମଲହୋତ୍ରା । ଫିଲ୍ମ ୧୦ ମଇକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More