Only for Entertainment

ମୁହୂର୍ତ୍ତ ନ ଥାଇ ମଧ୍ୟ ହେଉଛି ଦୀପିକା ଏବଂ ରଣବୀରଙ୍କ ବିବାହ,ଏହା ହେଉଛି କାରଣ ।

youtube
37

ଗତକାଲି ୧୪ ନଭେମ୍ବରକୁ କୋଙ୍କଣି ରୀତିନୀତିରେ ଦୀପିକା ଏବଂ ରଣବୀରଙ୍କ ବିବାହ ସମ୍ପନ୍ନ ହୋଇଛି । ଗୁରୁବାର ଅର୍ଥାତ ଆଜି ଦୁଇ ଜଣଙ୍କ ବିବାହ ସିନ୍ଧି ରୀତିନୀତିରେ ସମ୍ପନ୍ନ ହେବ । ଖବର ଅନୁସାରେ ଦୁଇ ଜଣଙ୍କ ବିବାହ ବିନା ମୁହୂର୍ତ୍ତରେ ହେଉଛି ।ହିନ୍ଦୁ ପଂଚାଙ୍ଗ ଅନୁସାରେ ୧୪ ଏବଂ ୧୫ ନଭେମ୍ବରରେ କୌଣସି ଭଲ ମୁହୂର୍ତ୍ତ ନାହିଁ ।

ବାସ୍ତବରେ ଦୁଇ ଜଣଙ୍କର ଏକାସାଙ୍ଗରେ ଆସିଥିବା ପ୍ରଥମ ଫିଲ୍ମ ଗୋଲିୟୋଁ କି ରାସଲୀଲା ରାମଲୀଲା ୧୫ ନଭେମ୍ବର ୨୦୧୩କୁ ରିଲିଜ ହୋଇଥିଲା ।ତେଣୁ ଏହି ଡେଟକୁ ଚୟନ କରାଯାଇଛି ।ରଖା ଯାଇଥିବା ଦୁଇ ଦୁଇଟି ରିସେପସନ ବୁଧବାରକୁ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More