Only for Entertainment

ଏହି ଖାସ ଦିନରେ ଶାରୀରିକ ସଂପର୍କ ରଖିବା ପାଇଁ ଅଧିକ ଆକୃଷ୍ଟ ହୋଇଥାନ୍ତିି ମହିଳା ।

YouWorkForThem
208

କୁହାଯାଏ ପୁରୁଷ ମାନେ ଶାରୀରିକ ସଂପର୍କ ପାଇଁ ଯେତିକି ଆକୃଷ୍ଟ ହୋଇଥାନ୍ତି ମହିଳାମାନେ ମଧ୍ୟ ସେତିକି ଆକୃଷ୍ଟ ହୋଇଥାନ୍ତି । କିନ୍ତୁ ଭାରତରେ ମହିଳାମାନେ ଏହି ବିଷୟରେ ଖୋଲିକରି କହିପାରନ୍ତି ନାହିଁ ଯେଉଁ କାରଣରୁ ଉତଥାନ ପତନ ଦେଖାଦିଏ । କିନ୍ତୁ କ’ଣ ଆପଣ ଜାଣନ୍ତିକି ଏଭଳି କିଛି ଖାସ ସମୟ ରହିଛି ଯେତେବେଳେ ମହିଳାଙ୍କର ଶାରୀରିକ ସଂପର୍କ ପ୍ରତି ସ୍ପୃହା ଅଧିକ ବଢିଯାଏ ।

ବାସ୍ତବରେ ଏକ ଗବେଷଣା ଅନୁସାରେ ମାସିକ ଧର୍ମ ବା ପିରିଅଡର ୫ରୁ ୭ ଦିନ ପର୍ଯ୍ୟନ୍ତ ମହିଳାଙ୍କର ଶାରୀରିକ ସମ୍ପର୍କ ପ୍ରତି ଇକ୍ତାଶକ୍ତି ଅଧିକ ବଢିଯାଏ । ଏହି ସମୟରେ ସେକ୍ସ ହରମୋନର ଶକ୍ତି ବଢିଯାଏ । ଯେଉଁ କାରଣରୁ ଏଭଳି ଘଟେ ।କହିରଖୁଛୁ ଏହି ସମୟ ମହିଳାଙ୍କ ଗର୍ଭଧାରଣ ପାଇଁ ସବୁଠାରୁ ସଠିକ ସମୟ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More