Only for Entertainment

ପତିର ଦୀର୍ଘ ବୟସ ପାଇଁ ଏହିଭଳି ଲଗାନ୍ତୁ ସିନ୍ଦୁର

GO mama 247
0 43

କୁହାଯାଏ ନାରୀକୁ ସୁନ୍ଦର କରିଥାଏ ସିନ୍ଦୁର । ପତିର ଦୀର୍ଘ ଆୟୁ ପାଇଁ ପନୀôମାନେ ସିନ୍ଦୁର ପିନ୍ଧିଥାନ୍ତି । ଆଉ କିଛି ମହିଳା ସିନ୍ଦୁର ପିନ୍ଧିବାକୁ ଭଲପାଆନ୍ତି ନାହିଁ । ବୈଜ୍ଞାନିକ ହେଉ କିମ୍ବା ପୌରାଣିକ କାରଣ ମଥାରେ ସିନ୍ଦୁର ଲଗାଇବା ହୋଇଥାଏ ଶୁଭ । ଏହା ବିବାହିତ ମହିଳାର ଏକ ଲକ୍ଷଣ । ବିବାହ ପରେ ଏହାକୁ ଲଗାଇବା ଖୁବ ଗୁରୁତ୍ୱପୂର୍ଣ୍ଣ କଥା । କିନ୍ତୁ ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ କୌଣସି କାମ ଛାଡ଼ନ୍ତି ନାହିଁ । ସେମାନେ ସୁନ୍ଦରତା ପାଇଁ ବିଭିନ୍ନ ଷ୍ଟାଇଲରେ ଏହାକୁ ଲଗାଇଥାନ୍ତି ।
ମହିଳାମାନେ ଏହି କ୍ଷେତ୍ରରେ କିଛି କାମ ପ୍ରତି ଗୁରୁତ୍ୱ ଦେବା ଉଚିତ । ନଚେତ ଏହା ତାଙ୍କ ପତି ପାଇଁ ଅଶୁଭ ହୋଇଥାଏ ।

ସିନ୍ଦୁର ଲଗାଇବା ସମୟରେ ପତ୍ନୀକୁ କେବେ ମଧ୍ୟ ଦକ୍ଷିଣ ଦିଗକୁ ମୁହଁ କରି ସିନ୍ଦୁର ଲଗାଇବା ଅନୁଚିତ । ଏଭଳି କରିବା ଦ୍ୱାରା ପତିର ଆୟୁ ହ୍ରାସ ହୋଇଥାଏ । ଏହା ସହିତ ସିନ୍ଦୁରରେ ଭଙ୍ଗା ରୁଜା ଜିନିଷ ବ୍ୟବହାର କରିବା ଅନୁଚିତ । ଏହା ମଧ୍ୟ ପତି ପାଇଁ ଅଶୁଭ ହୋଇଥାଏ । ତେଣୁ ପ୍ରତ୍ୟେକ ମହିଳା ଏସବୁ ପ୍ରତି ଦୃଷ୍ଟି ଦେବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More