Only for Entertainment

IND VS PAK : ତୈମୁରଙ୍କ ଠାରୁ ଆରମ୍ଭ କରି ସଲମାନଙ୍କ ପର୍ଯ୍ୟନ୍ତ ଏପରି କଲେ ଟିମ ଇଣ୍ଡିଆକୁ ସ୍ୟାଲୁଟ

bollywood tadka
21

ରବିବାର କ୍ରିକେଟ ବିଶ୍ୱକପ ୨୦୧୯ରେ ଭାରତ- ପାକିସ୍ତାନ ମଧ୍ୟରେ ମହାମୁକାବିଲା ମ୍ୟାଚ ଖେଳାଯାଇଥିଲା । କ୍ରିକେଟ ପ୍ରେମୀଙ୍କ ନଜର ଭାରତ-ପାକିସ୍ତାନ ମ୍ୟାଚରେ ରହିଥିଲା । ଏହି ମହାସଂଗ୍ରାମ ମ୍ୟାଚକୁ ଦେଖିବା ପାଇଁ ଅନେକ ବଲିଉଡ କଳାକାର ମଞ୍ଚେଷ୍ଟରର ଓଲ୍ଡ ଟ୍ୟାଫର୍ଡ ଷ୍ଟାଡିଅମରେ ପହଁଚିଥିଲେ । ବିଶ୍ୱକପର ଏହି ଐତିହାସିକ ମ୍ୟାଚରେ ବିରାଟ ବାହିନୀ ପାକିସ୍ତାନ ଟିମକୁ ୮୯ ରନରେ ହରାଇ ବିଜୟ ହାସଲ କରିଛି ।

ଟିମର ଏହି ବିଜୟ ପରେ ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନରେ ଆନନ୍ଦ ଭରି ଯାଇଛି । ସମସ୍ତେ ଟିମ ଇଣ୍ଡିଆକୁ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି । ଏଥିରୁ ବଲିଉଡ କଳାକାର ବା କିପରି ବାଦ ପଡିବେ । ବିରାଟଙ୍କ ଟିମକୁ ବଲିଉଡ କଳାକାର ମଧ୍ୟ ନିଜ ସୋସିଆଲ ମିଡିଆରେ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ।
ଦେଖନ୍ତୁ ସେଲିବ୍ରିଟିଙ୍କ ଟ୍ୱିଟ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More