Only for Entertainment

ବିଶ୍ୱର ସବୁୁଠାରୁ ପ୍ରସିଦ୍ଧ ବଟାନିକାଲ ଗାର୍ଡନ୍ସ, ଯାହାର ସୁନ୍ଦରତା ମୋହି ନେବ ଆପଣଙ୍କ ମନ ।

Wanderlust Travel Magazine
55

ବଟାନିକାଲ ଗାର୍ଡନ ଅର୍ଥାତ ଦୁର୍ଲଭ ଗଛ । ଏହା ପ୍ରାକୃତିକ ସୁନ୍ଦରତାରେ ଭରପୂର ଏପରି ଏକ ସ୍ଥାନ ଯାହା ପ୍ରକୃତିର ଅନୁଭୂତି କରାଇଥାଏ । ଏହି ଗାର୍ଡନରେ ବିଭିନ୍ନ ପ୍ରକାରର ଫୁଲ ଗଛ ଏବଂ ଉପକାରୀ ଗଛ ଲଗାଯାଇଥାଏ ଯାହା ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ଆଜି ଆମେ ଆପଣଙ୍କୁ ଏପରି କିଛି ବଟାନିକାଲ ଗାର୍ଡନ ବିଷୟରେ କହିବା ପାଇଁ ଯାଉଛୁ ଯାହା ଆପଣଙ୍କୁ ଏକ ନୂଆ ଅନୁଭୂତି ଦେବ ।

କନ୍ନାଜା, ମନ୍ଟ୍ରିୟଲ ବଟାନିକାଲ ଗାର୍ଡନ

canada,-montreal-botanical-gardens-llଏହି ଗାର୍ଡନ ଗଛରେ ତିଆରି ହୋଇଥିବା ଲିଭିଂ ଆର୍ଟ ପାଇଁ ଫେମସ । ଏଠାରେ ଗଛରେ ଅନେକ ଆକୃତି ନିର୍ମାଣ କାଯାଇଛି ଯାହା ଦର୍ଶକଙ୍କୁ ନିଜ ଆଡକୁ ଆକୃଷ୍ଠ କରିଥାଏ ।

ବ୍ରାଜିଲ, ଜର୍ଡିମ ବଟାନିକାଲ ଗାର୍ଡନ (ରିୟୋ ଡି ଜେନେରା)

brazil,-jardim-botânicoରିୟୋ ଡିର କୋକୋବାଜୋ ପର୍ବତରେ ୧୪୦ ହେକ୍ଟର ଜମିରେ ଏହି ଗାର୍ଡନ ଅବସ୍ଥିତ । ଏହି ଗାର୍ଡନରେ ଆପଣ ୬,୫୦୦ରୁ ଅଧିକ ପ୍ରଜାତିର ଗଛ ଦେଖିବାକୁ ପାଇବେ । ଏହା ବ୍ୟତିତ ସହିତ ଅନେକ ପ୍ରଜାତିର ପକ୍ଷୀ ମଧ୍ୟ ଏଠାରେ ଦେଖିବାକୁ ମିଳେ ।

ନ୍ୟୁୟର୍କ, ବ୍ରୃକଲିନ ବଟାନିକାଲ ଗାର୍ଡନ

new-york,-brooklyn-botanical-gardensସହରର ପ୍ରାସ୍ପେକ୍ଟ ପାର୍କ ଅଂଚଳରେ ସ୍ଥିତ ୫୨ ଏକରରେ ଅବସ୍ଥିତ ଏହି ବଟାନିକାଲ ଗାର୍ଡନକୁ ପ୍ରତି ବର୍ଷ ପାଖାପାଖି ୯ ଲକ୍ଷ ଟୁରିଷ୍ଟ ଆସିଥାନ୍ତି । ଏଠାରେ ଆପଣ ୪୨ ପ୍ରଜାତିର ୨୦୦ରୁ ଅଧିକ ଚେରୀ ଗଛ ଦେଖିବାକୁ ପାଇବେ । ଜାପାନ ବାତୀତ ଏହାରୁ ଚରେୀର ସୁନ୍ଦର ବଗିଚା କୁହାଯାଇଥାଏ ।

ସିଙ୍ଗାପୁର, ସିଙ୍ଗାପୁର ବଟାନିକାଲ ଗାର୍ଡନ

singapore-botanical-garden-1-ll୧୫୮ ବର୍ଷ ପୁରୁଣା ଏହି ଗାର୍ଡନ ଅର୍କେଡ ଫୁଲ ପ୍ରେମୀଙ୍କ ପାଇଁ ସ୍ୱର୍ଗଠାରୁ କମ ନୁହେଁ । ଏଠାରେ ଆପଣ ୨୦ ହଜାର ରୁ ଅଧିକ ଗଛ ଦେଖିବାକୁ ପାଇବେ । ଏହା ସିଙ୍ଗାପୁରର ସବୁଠାରୁ ଫେମସ ଟୁରିଷ୍ଟ ପ୍ଲେସ ।

ସିଡନୀ, ରୟାଲ ବଟାନିକାଲ ଗାର୍ଡନ

sydney,-royal-botanical-gardens-llସିଡନୀର ସେଣ୍ଟ୍ରା ବିଜନେସ ଡିସ୍ଟ୍ରିକ୍ଟ ନିକଟରେ ଏହି ଗାର୍ଡନ ୧୮୧୬ରେ ଖୋଲା ଯାଇଥିଲା । ଏଠାରେ ପ୍ରଥମେ ବାଦୁଡି ରହୁଥିଲେ ଗାର୍ଡନ ହେବା ପରେ ବାଦୁଡିଙ୍କୁ ସେଠାରୁ ହଟାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More