Only for Entertainment

୬୮ବର୍ଷର ଦୁନିଆର ସବୁଠାରୁ ବୟସ୍କ ପକ୍ଷୀ ୩୧ଥର ବନିଲେ ମା’ !

25

ପକ୍ଷୀର ବୟସ କେତେ ହୋଇପାରେ ? କିଛି ଜାଣିଛନ୍ତି କି? ଗୋଟେ ଚିଡିଆ ଅଛି, ଯାହାର ନାଁ ୱିଜଡମ ଅଟେ । ଅଲବାଟ୍ରୋସ ପ୍ରଜାତିର ଏହି ପକ୍ଷୀ ନିଜର ୩୧ତମ ଛୁଆକୁ ଜନ୍ମ ଦେଇଛି । ୱିଜଡମକୁ ଦୁନିଆର ସବୁଠାରୁ ବୟସ୍କ ଜଙ୍ଗଲୀ ପକ୍ଷୀ ମାନାଯାଏ । କାରଣ ଏହି ପକ୍ଷୀର ବୟସ ୬୮ବର୍ଷ । ୟୁଏସ ଫିସ ଆଣ୍ଡ ୱାଇଲ୍ଡଲାଇଫ ସର୍ଭିସ’ ଅଧିକାରୀଙ୍କ ମୁତାବକ ୧୯୬୫ରେ ୱିଜଡମକୁ ବୟସ୍କ ଘୋଷଣା କରାଯାଇଥିଲା ।

ୱିଜଡମ ଏବଂ ତାର ପାର୍ଟନର ୨୦୦୬ ଠାରୁ ସବୁ ବର୍ଷ ଆମେରିକାର ମିଡବେ ନ୍ୟାସନାଲ ୱାଇଲ୍ଡ ଲାଇଫ ରିଫ୍ୟୁଜ ଆସି ଛୁଆ ଜନ୍ମ କରନ୍ତି । ଏହି ପକ୍ଷୀ ସମୁଦ୍ର ଉପରେ ଉଡି ବୁଲନ୍ତି । ଏଠାରେ ଆମେ କହି ରଖୁଛୁ ଯେ , ମିଡବେ ଅଟାଲ ପାଖାପାଖି ୩୦ଲକ୍ଷ ସମୁଦ୍ର ପକ୍ଷୀ ବାସ କରନ୍ତି, ଯେଉଁମାନଙ୍କ ହାରାହାରି ୧୦ଲକ୍ଷ ଅଲବାଟ୍ରୋସ ଅଟନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More