Only for Entertainment

ୟାମୀଙ୍କ ଉପରେ ଚଢିଲା ଏଲିୟନ ଡ୍ୟାନ୍ସର ଯାଦୁ, ଭିଡିଓ ହେଲା ଭାଇରାଲ

PoPoPics
0 69

କଛି ଦିନ ପୂର୍ବେ କ୍ରିକେଟର ରୋହିତ ଶର୍ମା ଏବଂ ଟିଭି ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀଙ୍କ ଏଲିୟନ ଡ୍ୟାନ୍ସ ଇଣ୍ଟାଗ୍ରାମରେ ଭାଇରାଲ ହୋଇଥିଲା । ବର୍ତ୍ତମାନ ବଲିଉଡର ଜଣାଶୁଣା ଅଭୁିନେତ୍ରୀ ୟାମୀ ଗୌତମଙ୍କ ଏଲିୟନ ଡ୍ୟାନ୍ସ ସେସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୟାମୀ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଲେକ ଦେଖିସାରିଛନ୍ତି ।

ଏହି ଭିଡିଓକୁ ଶେୟାର କରି ସେ ଲେଖିଥିଲେ, ‘ଭାଇରାଲ ଗୀତ ଡମେଟୁକୋସିଟାରେ ଡ୍ୟାନ୍ସ କରିବା ପାଇଁ ନିଜକୁ ରଖିପାରୁନାହିଁ ।’ ଏହି ଏଲିୟନ ଡ୍ୟାନ୍ସ ବର୍ତ୍ତମାନ ଇଣ୍ଟରନେଟରେ ଟ୍ରେଣ୍ଡ କରୁଛି । ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲେକ ଏହି ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି ।

 

ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବେ ୟାମୀଙ୍କ ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ପୋଲ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More