Only for Entertainment

ୟୋ ୟୋ ହନି ସିଂଙ୍କ ଜବରଦସ୍ତ କମବ୍ୟାକ, ରିଲିଜ ହେଲା ଭିଡିଓ ସଙ୍ଗ ‘ମଖନା’

you tube
21

ର‌୍ୟାପର ୟୋ ୟୋ ହନି ସିଂ ଅନେକ ଦିନ ପରେ ଲାଇମ ଲାଇଟକୁ କମବ୍ୟାକ କରିଛନ୍ତି । ହନି ସିଂଙ୍କ ସିଙ୍ଗଲ ମ୍ୟୁଜିକ ଭିଡିଓ ‘ମଖନା’କୁ ଆଜି ରିଲିଜ କରାଯାଇଛି । ହନି ସିଂଙ୍କ ଏହି ମ୍ୟୁଡିକ ଭିଡିଓ ରିଲିଜ ହେବା ପରେ ୟୁଟ୍ୟୁବରେ ଛାଇ ରହିଛି । ୟୋ ୟୋଙ୍କ ଏହି ଗୀତକୁ ନେହା କକ୍କରଙ୍କ ସହିତ ସିଂହସ୍ତା ଗାଇଛନ୍ତି । ଟି-ସିରିଜର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଏହି ଗୀତକୁ ରିଲିଜ କରାଯାଇଛି ।

ହନି ସିଂ କହିଛନ୍ତି ଯେ, ‘ମଖନାର ସୁଟ କରିବା ଓ ମୟରେ ମୋତେ ବାସ୍ତବରେ ଖୁବ ମଜା ଆସିଲା । ମୁଁ ଭୂଷଣ କୁମାରଙ୍କୁ ଧନ୍ୟବାଦ ଜଣାଉଛି । ଭବିଷ୍ୟତରେ ତାଙ୍କ ସହିତ କାମ କରିବି ବୋଲି ଆଶା କରୁଛି ।’ ଏହି ଗୀତକୁ କ୍ୱୁବାରେ ସୁଟ କରାଯାଇଛି । କାରଣ ହନି ସିଂ ଗୀତକୁ କାର୍ନିଭାସ ଲୁକ ଦେବାକୁ ଚାହୁଁଥିଲେ ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More