Only for Entertainment

ରିଲିଜ ହେଲା ବାଜାରର ଗୀତ, ଗୀତରେ ଧମାଲ ମଚାଇଲେ ହନି ସିଂ !

youtube
39

କିଛି ଦିନ ପୂର୍ବେ ବଲିଉଡ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ରହିଥିବା ର‌୍ୟାପର ତଥା ସିଙ୍ଗର ହନି ସିଂ ପୁଣି ଥରେ ଏକ ଜବରଦସ୍ତ କମବ୍ୟାକ କରିଛନ୍ତି । ତାଙ୍କର ଏହି ଝଲକ ଦେଖିବାକୁ ମିଳିଛି ବାଜାରର ଗୀତ ‘ବିଲେନିୟର’ରେ ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଗୀତକୁ ୟୁଟ୍ୟୁବରେ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଅସଲରେ ଗତ ବୁଧବାର ହନି ସିଂଙ୍କର ଦୁଇଟି ଗୀତ ରିଲିଜ ହୋଇଥିଲା । ମାତ୍ର ବାଦଶାହଙ୍କ ପ୍ରପର ପଟୋଲାକୁ ‘ବିଲେନିୟର’ ଟ୍ରେଡିଂରେ ପଛରେ ପକାଇଛି । ହନି ସିଂ ଙ୍କ ଗୀତ ୧ନମ୍ବରରେ ଟ୍ରେଣ୍ଡ କରୁଥିବା ବେଳେ, ବାଦଶାହଙ୍କ ଗୀତ ‘ପ୍ରପର ପଟୋଲା’ ଏବେ ଦୁଇ ନମ୍ବରର ଟ୍ରେଣ୍ଡ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More