Only for Entertainment

‘ଇଣ୍ଟରନ୍ୟାସନାଲ ୟୁଥ ଡେ’ : ସମୟ ଅନୁସାରେ ଯୁବ ପିଢିଙ୍କ ଠାରେ ଆସିଛି ଏହି ୪ଟି ପରିବର୍ତ୍ତନ ।

baysyouth
0 30

ଆଜି ଅର୍ଥାତ ୧୨ ଅଗଷ୍ଟକୁ ପୁରା ଦୁନିଆ ‘ଇଣ୍ଟରନ୍ୟାସନାଲ ୟୁଥ ଡେ’ ପାଳନ କରୁଛି । ଯୁବ ପିଢି ହିଁ ଗୋଟିଏ ଦେଶର ପ୍ରଗତିର ଆଧାର ହୋଇଥାନ୍ତି । ସେଥିପାଇଁ ଆଜିର ଦିନକୁ ଯୁବ ପିଢିଙ୍କ ପାଇଁ ସମର୍ପିତ କରାଯାଇଛି । ସମୟ ବଦଳିବା ସହିତ ଯୁବ ପିଢିଙ୍କ ଠାରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା ସମୟ ଅନୁସାରେ ଯୁବ ପିଢିଙ୍କ ଠାରେ କ’ଣ ସବୁ ପରିବର୍ତ୍ତନ ଦେଖାଦେଇଛି ।

  • କ୍ୟାରିୟର-
    ପୂର୍ବ ଅପେକ୍ଷା ଆଜିକାଲିର ଯୁବପିଢି କ୍ୟାରିୟରକୁ ନେଇ ଅଧିକ ସିରିୟସ ଅଛନ୍ତି । ପୁଅ ହେଉ ବା ଝିଅ ପଢା ପୁରା କରିବା ପରେ ପରେ ନିଜ କ୍ୟାରିୟରକୁ ନେଇ ପ୍ଲାନ କରିଦେଇଥାନ୍ତି । ଭବିଷ୍ୟତରେ କଣ କରିବେ କିପରି କରିବେ ସେମାନେ ଆଗରୁ ନିର୍ଣ୍ଣୟ ନେଉଛନ୍ତି ।
  • ଆଡଭାନ୍ସ-
    ଆଗରୁ ଯୁବପିଢି ପୂର୍ବ ଅପେକ୍ଷା ଖୁବ ଆଡଭାନ୍ସ ହୋଇଯାଇଛନ୍ତି । ଆପଣ ଏପରି ମଧ୍ୟ କହିପାରିବେ ବର୍ତ୍ତମାନର ଆଡଭାନ୍ସ ଟେକ୍ନୋଲୋଜି ଯୁବପିଢିଙ୍କୁ ଆହୁରି ମଧ୍ୟ ଆଡଭାନ୍ସ କରି ଦେଇଛି ।
  • ମତାମତ-
    ଆଜିକାଲିର ଯୁବପିଢି ନିଜର ମତାମତ ଦେବାକୁ ପଛଘୁଞ୍ଚା ଦେଉନାହାଁନ୍ତି । ବର୍ତ୍ତମାନ ଯୁବ ପିଢି ନା କେବଳ ନିଜ କଥାକୁ ଖୋଲାଖୋଲି ଭାବେ ପ୍ରକାଶ କରୁଛନ୍ତି ତାହା ନୁହେଁ ବରଂ କୌଣସି ମାମଲାରେ ନିଜ କଥାକୁ ରଖିବାକ ସାମର୍ଥ ଦେଖାଉଛନ୍ତି ।
  • ସତର୍କ-
    ବର୍ତ୍ତମାନର ଯୁବପିଢି ପୂର୍ବ ଅପେକ୍ଷା ସବୁ କଥାକୁ ନେଇ ଖୁବ ସତର୍କ ରହୁଛନ୍ତି । ବିଜ୍ଞାନ ହେଉ କିମ୍ବା ପଲିଟିକ୍ସ ସବୁ କଥାକୁ ସତର୍କତାର ସହିତ ବୁଝି ବିଚାରି ସେମାନେ କାମ କରୁଛନ୍ତି । ଏବଂ ନିଜ ଲକ୍ଷକୁ ହାସଲ କରିବାରେ ସମର୍ଥ ହେଉଛନ୍ତି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More