Only for Entertainment

ମୁକ୍ତିଲାଭ କଲା ନୂଆ ରୋମାଂଟିକ ଟ୍ରାକ ‘ୱେ ସୋଣିଆ’ !

73

ବଲିଉଡ ଫିଲ୍ମ ଓ ମ୍ୟୁଜିକ ରିଲିଜ ଗହଳି ଭିତରେ ଆସିଛି ନୂଆ ଆଲବମ ଭିଡିଓ । ୱେ ସୋଣିଆ ଟାଇଟେଲରେ ପ୍ରସ୍ତୁତ ହୋଇଛି ଏହି ନୂଆ ରୋମାଟିଂକ ଟ୍ରାକ । ଗୀତରେ ନୂଆ ଯୋଡି ରୁହାନ ରାଜପୁତ ଏବଂ ମନିଷା ନିଲାୱଟିଙ୍କ ଅଭିନୟ ରହିଛି । ଲଭ ରୋମାନ୍ସ କାହାଣୀରେ ନୂଆ ସ୍ୱାଦ ଦେଇ ପ୍ରସ୍ତୁତ ହୋଇଛି ମ୍ୟୁଜିକ ଭିଡିଓ ୱେ ସୋଣିଆ । ଗୀତରେ ରହିଛି ରୋମାନ୍ସ,ସ୍ୟାଡ ଟ୍ରାକ ।

ମ୍ୟୁଜିକ ଭିଡିଓରେ ରହିଛି ନୂଆ ଯୋଡି ରୁହାନ ରାଜପୁତ ଓ ମନିଷ ନିଲାୱଟିଙ୍କ ଅଭିନୟ । ଦେଶର ବିଭିନ୍ନ ରୋମାଟିକ ଲୋକେସନରେ ସୁଟିଂ କରାଯାଇଛି । ଚନ୍ଦନ ସକସେନାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏଇ ଗୀତରେ ଅଙ୍କର ଆର ପାଠକଙ୍କ ଗାୟକୀ ରହିଛି । ସି ଓ ଏଟଂରମେଂଟ ବ୍ୟାନରରେ ପ୍ରସ୍ତୁତ ଏହି ମ୍ୟୁଜିକ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ଅଙ୍ଗଦ ଗୁପ୍ତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More